Tag Archives: dharitri

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଅନୁସୟା ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ଥିବା ହଲ୍‌…

ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆପଣ କିଭଳି ଯିବେ? ଜାଣନ୍ତୁ କ’ଣ କ’ଣ କରିବାକୁ ହେବ…

ନୂଆଦିଲ୍ଲୀ,୨୧।୨: ଯଦି ଆପଣଙ୍କ ପାଖରେ କୌଣସି ବ୍ୟବସାୟ କରିବା ଲାଗି ଯୋଜନା ରହିଛି, ଏପରିକି ଆପଣ ତାହାକୁ ବିନିଯୋଗ କରି ଏକ ପ୍ରତିଷ୍ଠାନ କରିଛନ୍ତି ତେବେ ଫଣ୍ଡିଂ ଲାଗି ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ବାଛିପାରିବେ। ଏହି ରିଆଲିଟି ଶୋ’କୁ ନେଇ ଆଜିକାଲି…

କୋଟିନଡ଼ା କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ବସ୍‌ ଧକ୍କାରେ ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଗଞ୍ଜାମ,୧୮।୨: ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅଧୀନ କଲେଜ ଛକ ନିକଟରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀମାନେ ସୁରକ୍ଷିତ…

ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ

ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ…

‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’

ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ…

ଜିଲ୍‌ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍‌ କରିଥିଲେ ବାଇଡେନ୍‌…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ

ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍‌ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍‌ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ…

ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଆଗ୍ରା,୨।୨: ତୁଳସୀ ପୀଠାଧିଶ୍ୱର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିମାନ ଜରିଆରେ ଡେରାଡୁନ୍‌ ନେବାକୁ ପ୍ରସ୍ତୁତି…

ବସ୍‌ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍‌, ବେଶ ନିଆରା ତାଙ୍କ ପ୍ରେମକାହାଣୀ

ବମ୍ବେ: ବଲିଉଡ୍‌ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍‌ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…

‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’

ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍‌ ଅଛି…

ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ 

ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ…

ବିଗ୍‌ ବସ୍‌ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି

ବମ୍ବେ: ବିଗ୍‌ବସ୍‌ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ‘ପାର୍ଟି’। ଶୋ’ରୁ ବାହାର…

ପୁଣି ଛଟେଇ କରିବ ଫ୍ଲିପ୍‌କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ

ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍‌ଅପ୍‌ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri