ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ
ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ।...
ଆଇପିଏଲ୍ ପୂର୍ବରୁ ନୂଆ ଲୁକ୍ରେ କିଙ୍ଗ୍ କୋହଲି, ‘ଆଇବ୍ରୋ କଟ୍’ ଦେଖି…
ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୂରା ପ୍ରସ୍ତୁତ। ଏହା ପୂର୍ବରୁ ତାଙ୍କର ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ...
‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’
ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍ ଅଶ୍ୱିନ୍ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା।...
ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା
ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଦୌଡ଼ରେ ଅଷ୍ଟ୍ରେଲିଆର...
ଡବ୍ଲ୍ୟୁପିଏଲ୍ ଫାଇନାଲରେ ଦିଲ୍ଲୀ ବନାମ ଆର୍ସିବି: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ମହାମୁକାବିଲା…
ନୂଆଦିଲ୍ଲୀ,୧୬।୩: ଓମେନ୍ସ ପ୍ରିମିୟର ଲିଗ୍ର ଦ୍ୱିତୀୟ ସିଜନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।ଦିଲ୍ଲୀ ଟିମ୍ ଲିଗ୍ ପର୍ଯ୍ୟାୟରେ ୮ରୁ ୬ ମ୍ୟାଚ୍ ଜିତି ଶୀର୍ଷରେ ପହଞ୍ଚିଥିଲା। ଏପରିକି...
ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍ କ୍ଲକ୍’ ବ୍ୟବହାର; ଜାଣନ୍ତୁ…
ଦୁବାଇ, ୧୫ା୩: ଏଣିକି ହ୍ବାଇଟ୍ ବଲ୍ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଷ୍ଟପ୍ ଓ୍ବାଚ୍’କୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା...
Video: ପୁଣି ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ,୧୫।୩: ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର...
୨ ଖେଳାଳିଙ୍କ ଭାଗ୍ୟ ଖୋଲିଦେଲା ବିସିସିଆଇର ଘୋଷଣା: ଇଂଲଣ୍ଡ ବିପକ୍ଷରେ ନ ଖେଳି ବି ହେଲେ କୋଟିପତି
ନୂଆଦିଲ୍ଲୀ,୧୦।୩: ବିସିସିଆଇ ଶନିବାର ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଟିମ୍ ଇଣ୍ଡିଆ ଧର୍ମଶାଳା ଟେଷ୍ଟରେ ବିଜେତା ହେବାର କିଛି ସମୟ ପରେ ବିସିସିଆଇ ସଚିବ ଜୟ ଶାହା ଟେଷ୍ଟ କ୍ରିକେଟରେ ଇନସେଣ୍ଟିଭ ସ୍କିମ ଆସୁଥିବା ଜଣାଇଥିଲେ। ଟେଷ୍ଟ...
ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍କା! ଖେଳି ନ ପାରନ୍ତି…
ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ବାକି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ସମସ୍ତ ଟିମ୍ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍...
ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍ କାଟି ସେଲିବ୍ରେଟ୍ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ…
ଧର୍ମଶାଳା,୭।୩: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ରବିଚନ୍ଦ୍ରନ ଅଶ୍ୱିନ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ସେହିଭଳି ଦେବଦତ୍ତ ପଡ୍ଡିକଲ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍ ସ୍ବତନ୍ତ୍ର ପାଲଟିଛି। ଏସବୁ ସତ୍ତ୍ୱେ ଷ୍ଟାଡିୟମର...
ଆଜିଠୁ ପଞ୍ଚମ ଟେଷ୍ଟ: ଭାରତର ଲକ୍ଷ୍ୟ ୪-୧ରେ ସିରିଜ ବିଜୟ
ଧର୍ମଶାଳା, ୭।୩ (ପି.ଟି.): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ଭାରତ ୩-୧ରେ ଅଗ୍ରଣୀ ରହିବା ସହ ସିରିଜକୁ ଆଗୁଆ ଜିତି ସାରିଛି। ଏବେ ଅନ୍ତିମ...
ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଫଳରେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଖେଳ କୋଟାରେ...
Archives


