Tag Archives: delhi Police

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼ ‘ପାକିସ୍ତାନ କନେକ୍ସନ’ ପଦାକୁ ଆଣିବା ସହ ୪୮୦ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ଲକ…

ରାତି ଅଧରେ ଭିଡିଓ ଛାଡ଼ିବା ପରେ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ମୋଦି ସରକାର, ଜନ୍ତରମନ୍ତରରେ ଆରେଷ୍ଟ ହେବେ…

ନୂଆଦିଲ୍ଲୀ,୨୪।୭: ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନେ ପ୍ରତିବାଦ କରୁଛନ୍ତି। ଏହା ମଧ୍ୟରେ, ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜଧାନୀର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଅଟକ ରଖିବା କ୍ଷମତା ପ୍ରଦାନ କରିଛନ୍ତି। ଦିଲ୍ଲୀ କମିଶନର ଅନୁରାଗ କୁମାର ଏନ୍‌ଏସ୍‌ଏ…

ସୋନମ ଓ୍ବାଙ୍ଗଚୁକ୍‌ଙ୍କୁ ପୋଲିସ ଉଠାଇନେବାବେଳେ କାହିଁକି ଘେରାଇଥିଲା ଧଳା ଚାଦର, ଭିଡିଓ ଭାଇରାଲ ପରେ…

ନୂଆଦିଲ୍ଲୀ,୧୮ା୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଅନଶନରେ ବସିଥିବା ଶିକ୍ଷାବିତ୍‌ ସୋନମ ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଏକ ନୂଆମୋଡ଼ ଆସିଛି। ଦିଲ୍ଲୀ ପୋଲିସ ଓ୍ବାଙ୍ଗଚୁକ୍‌ଙ୍କୁ ପ୍ରତିବାଦ ସ୍ଥଳରୁ ନେଇଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି…

ଗର୍ଭବତୀ ହୋଇ ୧୪୫ କି.ଗ୍ରା. ଉଠାଇ ବ୍ରୋଞ୍ଜ ଜିତିଲେ ଦିଲ୍ଲୀ ପୋଲିସ କନଷ୍ଟେବଳ

ନୂଆଦିଲ୍ଲୀ,୨୭।୧୦: ସାତ ମାସର ଗର୍ଭବତୀ ହୋଇ ଦିଲ୍ଲୀ ପୋଲିସ କନଷ୍ଟେବଳ ସୋନିକା ଯାଦବ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ପୁଲିସ୍ ଓ୍ୱେଟଲିଫ୍ଟିଂ କ୍ଲଷ୍ଟର ୨୦୨୫-୨୬ରେ ୧୪୫ କି.ଗ୍ରା. ଡେଡଲିଫ୍ଟ କରି କାନ୍ସ୍ୟ ପଦକ ଜିତିଛନ୍ତି। ସେ ସ୍କ୍ୱାଟ୍‌ରେ ୧୨୫ କି.ଗ୍ରା. ଓ…

ହନି ଟ୍ରାପ୍‌ରେ ଫସାଇ ଲୁଟୁଛନ୍ତି ରେଷ୍ଟୁରାଣ୍ଟ; ସ୍ନାକ୍ସ, କେକ୍‌, ଥଣ୍ଡା ପିଇ ଯୁବକ ଗଣିଲେ ୧.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୯।୬: ହନି ଟ୍ରାପ୍‌ରେ ପଡ଼ି କାଙ୍ଗାଳ ହେଲେ ଯୁବକ। ଡେଟିଂ ଆପ୍‌ରେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରି ଠକାମିର ଶିକାର ହେଲେ ସିଭିଲ ସର୍ଭିସ ଆଶାୟୀ। କିଛି ବୁଝିବା ଆଗରୁ ରେଷ୍ଟୁରାଣ୍ଟ ବିଲ୍ ହୋଇଗଲା ୧.୨ ଲକ୍ଷ ଟଙ୍କା। ଘଟଣା ମୁତାବକ…

Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?