ମାତ୍ର ୩୬ ବଲ୍ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍ଙ୍କ ଉଡ଼ିଲା ହୋଶ୍
ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ନିଜ ବିସ୍ଫୋରକ ବ୍ୟାଟିଂରେ ତାମିଲନାଡୁ ବୋଲରଙ୍କୁ ନାକେଦମ କରିଦେଇଛନ୍ତି। ମାତ୍ର…

