୧୧ରେ ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ ନୂଆଦିଲ୍ଲୀ,୯ା୧୨: ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି। ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍। ଏହି ଗ୍ରୁପ୍ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ଗୁରୁତର...