ହୋଇଗଲା କନ୍ଫର୍ମ: ଏହିଦିନ ମୁହାଁମୁହିଁ ଭାରତ-ପାକିସ୍ତାନ, ୨୦ ଦିନ ଯାଏ…
ନୂଆଦିଲ୍ଲୀ,୨୬।୭: ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ। ଖୁବ୍ଶୀଘ୍ର କ୍ରିକେଟ ପିଚ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏସିଆ କପ୍ ୨୦୨୫ରେ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ, ଯାହାକୁ ନେଇ ଆଧିକାରିକ ଘୋଷଣା ହୋଇସାରିଛି। ଏସିଆନ କ୍ରିକେଟ କାଉନସିଲ ଆୟୋଜିତ ଏହି ଟୁର୍ନାମେଣ୍ଟ…
ସବୁଠୁ ମହଙ୍ଗା କ୍ରିକେଟ ଜର୍ସି, ଖଚିତ ହୋଇଛି ୩୦ ଗ୍ରାମ ସୁନା; ଏହି ଟିମ୍ ପିନ୍ଧି ଖେଳିବ ମ୍ୟାଚ୍
ନୂଆଦିଲ୍ଲୀ,୧୮ା୭: ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫: ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍ ପିନ୍ଧିବେ କ୍ରିକେଟ୍ ଇତିହାସର ସବୁଠୁ ମହଙ୍ଗା ଜର୍ସିୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ ଟୁର୍ନାମେଣ୍ଟ ଶୁକ୍ରବାର, ୧୮ ଜୁଲାଇରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ଇଣ୍ଡିଆ ଚାମ୍ପିଅନସ୍, ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍, ଦକ୍ଷିଣ…
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍: ୧୨୮ ବର୍ଷ ପରେ ପୁନରାଗମନ, ୧୨ ଜୁଲାଇରୁ ଆରମ୍ଭ ମ୍ୟାଚ୍
ଲସ୍ ଆଞ୍ଜେଲସ୍, ୧୫।୭: ୧୨୮ ବର୍ଷର ଦୀର୍ଘ ବିରତି ପରେ କ୍ରିକେଟ୍ ଆଗାମୀ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ (LA28) ରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପୋମେନା ସହରର ଫେୟାରଗ୍ରାଉଣ୍ଡସ୍ ଷ୍ଟାଡିୟମରେ…
ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼ କଥା କହିଦେଲେ…
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦଳଗୁଡ଼ିକ ଗୋଟିଏ ଦିନରେ ୯୦ ଓଭର ବୋଲିଂ କରୁଛନ୍ତି…
ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା ଉଦ୍ଦେଶ୍ୟରେ…
ଟିମ୍ ଇଣ୍ଡିଆର ଅଭ୍ୟାସ ସେଶନରେ WWE ଦୃଶ୍ୟ! କୋଚ୍ ସହ ଲଢ଼ିଲେ ୨ ଖେଳାଳି; Video ଦେଖିଲେ…
ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ମ୍ୟାଚ ୨ ରୁ ୬ ଜୁଲାଇ ପର୍ଯ୍ୟନ୍ତ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିବା…
ଟିମ୍ ଇଣ୍ଡିଆକୁ ମିଳିଲା ଆଉ ଜଣେ ‘ବୈଭବ ସୂର୍ଯ୍ୟବଂଶୀ’; ବାପା ଟ୍ରକ୍ ଡ୍ରାଇଭର, ଦ୍ୱିଶତକ ପରେ ଶତକ ମାରି…
ନୂଆଦିଲ୍ଲୀ,୨୬।୬: ବୈଭବ ସୂର୍ଯ୍ୟବଂଶୀ IPLରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ୩୫ ବଲ୍ରେ ଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଭାରତର ୧୯ ବର୍ଷରୁ…
ଏବେ ରିଙ୍କୁ ସିଂହ କରିବେ ସରକାରୀ ଚାକିରି, ଯୋଗୀ ସରକାର ଦେଲେ ବଡ଼ ଉପହାର
ନୂଆଦିଲ୍ଲୀ,୨୬।୬: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଜନ୍ମ ୧୨ ଅକ୍ଟୋବର ୧୯୯୭ରେ ଆଲିଗଡ଼ର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା, କିନ୍ତୁ ସେ ତାଙ୍କ କଠିନ…
ଏବେ ଇଂଲଣ୍ଡ ଟିମ୍ରୁ ଖେଳିବେ ଟିମ୍ ଇଣ୍ଡିଆର ଏହି ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ
ନୂଆଦିଲ୍ଲୀ,୧୦।୬: ଆଇପିଏଲ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍ରୁ ଏକ ବଡ଼…
ଶାହିଦ ଆଫ୍ରିଦିଙ୍କ ପରଲୋକ, କରାଚିରେ ଦିଆଗଲା କବର? ପାକିସ୍ତାନୀ ଗଣମାଧ୍ୟମର Videoକୁ ନେଇ ହଇଚଇ…
ଇସଲାମାବାଦ,୮।୬: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାହିଦ ଖାନ ଆଫ୍ରିଦିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଆଫ୍ରିଦିଙ୍କ ପରଲୋକ ହୋଇଛି। ଏହି…
ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଏହି ଭାରତୀୟ କ୍ରିକେଟର୍ଙ୍କ ଜୀବନ
ରାୟପୁର,୭।୬: ଛତିଶଗଡ଼ ଏକ୍ସପ୍ରେସରେ ଏକ ଭୟଙ୍କର ଘଟଣା ଘଟିଛି। ପଞ୍ଜାବର ୩୮ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ବିକ୍ରମ ସିଂହ ହ୍ବିଲଚେୟାର କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଦିଲ୍ଲୀରୁ ଗ୍ବାଲିୟର ଯାଉଥିବା ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯାତ୍ରା ସମୟରେ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍…
ଦଳରେ ସୁଯୋଗ ମିଳିଲାନି ବୋଲି ଅବସର ନେଇଗଲେ ଅକ୍ଷର ପଟେଲ? ସତ ସାମ୍ନାକୁ ଆସିବା ପରେ ହଇଚଇ
ନୂଆଦିଲ୍ଲୀ,୫।୬: IPL ୨୦୨୫ ଶେଷ ହେବା ପରେ ଭାରତୀୟ କ୍ରିକେଟର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଚର୍ଚ୍ଚାକୁ ଆସିଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ସେ କ୍ରିକେଟରୁ…
Archives


