ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ପଛକୁ ହଟୁନି CJP! ୨ ଦାବି ମାନିଲେ, ସରକାର କହିଲେ କାଲି ଧର୍ମେନ୍ଦ୍ର ପ୍ରଧାନ… ନୂଆଦିଲ୍ଲୀ,୨୪ା୭: ପେପର ଲିକ୍ ବିବାଦ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ଶୁକ୍ରବାର, ଦିଲ୍ଲୀର ବିଠଲ ହାଉସରେ କେନ୍ଦ୍ର ସରକାର ଏବଂ କୋକ୍ରୋଚ୍ ଜନତା ପାର୍ଟି (CJP) ର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକ ପ୍ରାୟ…