Tag Archives: child marriage

ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ…

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ସ୍ଥାନୀୟ ପ୍ରଶାସନ ବୁଧବାର ବନ୍ଦ କରିଥିବା ଜଣାପଡ଼ିଛି। ଗ୍ରାମର ଜଣେ ୧୫ ବର୍ଷୀୟା...

ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ

ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର...

ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ

ଝରିଗାଁ,୧୯ା୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଆଦିବାସୀ ବହୁଳ ଝରିଗାଁ ବ୍ଲକ୍‌ରେ ସଚେତନତାର ଘୋର ଅଭାବ ଦେଖାଦେଇଛି। ବିଶେଷ କରି ଏହି ବ୍ଲକରେ ସଚେତନତା ଅଭାବ ଯୋଗୁ ବାଲ୍ୟବିବାହ ପ୍ରଥା ଏବେ ମଧ୍ୟ ଚାଲୁରହିଛି। ଏହି ପ୍ରଥାକୁ ରୋକିବା ପାଇଁ...

ରୋକି ହେଉନାହିଁ ବାଲ୍ୟବିବାହ

ଭୁବନେଶ୍ୱର,୧୬।୨(ବନ୍ଦନା ସେଠୀ): ବିଧାନସଭାର ବଜେଟ ଅଧିବେଶନର ତୃତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ଲିଖିତ ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ମୋଟ ୮ ହଜାର ୧୫୯ ବାଲ୍ୟବିବାହ ହୋଇଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାରେ ସର୍ବାଧିକ ୧,୩୪୭ ବାଲ୍ୟବିବାହ...

ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାରି କଲେ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୧୮।୧୦: ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ବ୍ୟକ୍ତିଗତ ନିୟମ ଅନୁଯାୟୀ ପରମ୍ପରା ଦ୍ୱାରା ବାଲ୍ୟ ବିବାହ ପ୍ରତିବନ୍ଧକ ଆଇନ ବାଧାପ୍ରାପ୍ତ...

ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନାନୁସାରେ, ଝିଅର ବାପା ଆଲାମ ସୟଦ ୭୨ ବର୍ଷୀୟ ବୃଦ୍ଧଙ୍କୁ ୫୦୦,୦୦୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri