ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ
ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ ହୋଇଯାଏ ଏବଂ କଳାବଜାରରେ ପହଞ୍ଚିଯାଏ, ସେତେବେଳେ ଏହି ପ୍ରସଙ୍ଗ କେବଳ ଚୋରିଠାରୁ ଅଧିକ…
ମୁଖ ଗହ୍ବର କ୍ୟାନ୍ସର ପଛର କିଛି କଥା…
କଥାରେ ଅଛି-କ୍ୟାନ୍ସର: ନୋ ଆନ୍ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ କାରଣ ଜାଣି ମଧ୍ୟ ତାହାର ଠିକ୍ ସମୟରେ ଚିକିତ୍ସା କରା ନ ଯାଏ…
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ
ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର ସାମ୍ନା କରିବେ। ସେହିପରି ବିଶ୍ୱରେ ପ୍ରତି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ…
‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’
ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି ସଚେତନତା ପଦଯାତ୍ରା ସ୍ଥାନୀୟ ଗଙ୍ଗାଧର ନଗରସ୍ଥିତ ଏଇଏମ୍ ଇଂଲିଶ ମିଡିୟମ ବିଦ୍ୟାଳୟ ସମ୍ମୁଖରୁ…
ମା’ କ୍ଷୀରରେ ଥିବା ୟୁରାନିୟମ ପିଲାଙ୍କୁ କର୍କଟ ରୋଗର ବିପଦରେ ପକାଇଥାଏ! ବିହାରର ଏକ ଅଧ୍ୟୟନରେ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ
ନୂଆଦିଲ୍ଲୀ,୨୩।୧୧: ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’…
କ୍ୟାନସର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ୧୮ ହସ୍ପିଟାଲରେ ହେବ ପ୍ରାଥମିକ ଚିକିତ୍ସା
ମୁମ୍ବାଇ,୪ା୧୦: ମହାରାଷ୍ଟ୍ର ସରକାର କ୍ୟାନସର ନିୟନ୍ତ୍ରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ଏକ କ୍ୟାନସର ଚିକିତ୍ସା ନୀତିକୁ ଅନୁମୋଦନ କରିଛି। ବର୍ତ୍ତମାନ ରାଜ୍ୟର ୧୮ଟି ହସ୍ପିଟାଲରେ ପ୍ରାଥମିକ ଭାବରେ କ୍ୟାନସର ଚିକିତ୍ସା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
ସାଉଥ କୋରିଆରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ, କ୍ୟାନସର ରୋଗର ନିରାକରଣ ପାଇଁ ଗବେଷଣା କରି…
ଭଞ୍ଜନଗର,୨୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦର ଝିଅ ଡକ୍ଟର ଅୟେସ୍କାନ୍ତା ମହାନ୍ତି ଦକ୍ଷିଣ କୋରିଆରେ କ୍ୟାନସର ରୋଗ ପାଇଁ ନାନୋ ମେଡିସିନ ଉପରେ ଗବେଷଣା କରୁଥିଲେ। ଇତିମଧ୍ୟରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଗଞ୍ଜାମର ଗର୍ବିତ ଝିଅ ଅୟେସ୍କାନ୍ତା ଦୀର୍ଘବର୍ଷର…
କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ଅଟୋ ଚାଳକ
ଭଞ୍ଜନଗର,୯ା୭(ବାବୁଲା ପ୍ରଧାନ): ନିଜର ହକ୍ ଦାବି ନେଇ ଡ୍ରାଇଭର ସଂଘ ମଙ୍ଗଳବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଭଞ୍ଜନଗର ଅଟୋ ଚାଳକ ସଂଘର ବରିଷ୍ଠ ସଭ୍ୟ ତଥା ସମାଜସେବୀ ମନୋଜ ମିଶ୍ର ଆଜକୁ ଦୁଇଦିନ ହେବ ଜଣେ ଗରିବ କ୍ୟାନସର ବା କର୍କଟ…
ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ: ସୂତ୍ର
ନୂଆଦିଲ୍ଲୀ,୨୭।୩: କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହି ଔଷଧଗୁଡ଼ିକର ଆଶା କରାଯାଇଥିବା ବୃଦ୍ଧି…
Cancer: ଘରେ ଅଛି କି ଏହି ୫ ଜିନିଷ, ଏହା କ୍ୟାନସର ସୃଷ୍ଟି କରିବାର ମୂଳ କାରଣ…
ଆମ ଘରେ ଏପରି ଅନେକ ଜିନିଷ ରହିଛି, ଯାହା କ୍ୟାନସର ବା କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ। ଏଥିମଧ୍ୟରୁ କିଛି ବହୁତ ସାଧାରଣ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ। ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଆମ ସ୍ବାସ୍ଥ୍ୟ ଉପରେ…
ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO
ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ ବୋଳିଲା ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ସମ୍ପ୍ରତି କର୍କଟ ରୋଗ ଲାଗି ବୃଦ୍ଧି…
ଏମିତି ଜଣାପଡ଼େ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…
ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି କ୍ୟାନ୍ସର ରୋଗର ଲକ୍ଷଣକୁ ପ୍ରାଥମିକ ସ୍ତରରେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେଭଳି…
Archives


