Tag Archives: cancer

କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର: ସତର୍କ କରାଇଲା ଫୁଡ୍ ସେଫ୍‌ଟି ଅଥରିଟି

ବେଙ୍ଗାଲୁରୁ,୩।୧୦: ବଜାରରେ ମିଳୁଥିବା ଭଳିକି ଭଳି କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର। ବିଶେଷ କରି ସ୍ଥାନୀୟ ବେକେରୀ ମାନଙ୍କରେ ପ୍ରସ୍ତୁତ କେକ୍‌ରେ ଏହି ବିପଦ ଅଧିକ ରହିଛି। ନିକଟରେ କର୍ଣ୍ଣାଟକର ଖାଦ୍ୟ ନିୟାମକ ଦ୍ୱାରା କେକ୍ ନମୁନାରେ କର୍କଟ ସୃଷ୍ଟି କରୁଥିବା…

ଗରିବଙ୍କ ଅପେକ୍ଷା ଧନୀ ଲୋକମାନଙ୍କ ପ୍ରତି କର୍କଟ ରୋଗର ବିପଦ ଅଧିକ, ନୂତନ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ,୨ା୬: ସାଧାରଣରେ ବିଶ୍ୱାସ କରାଯାଏ ଯେ କମ୍ ରୋଜଗାର କରୁଥିବା ଲୋକମାନେ ଅଧିକ ଅର୍ଥ ଥିବା ଲୋକଙ୍କ ଅପେକ୍ଷା ଅଧିକ ରୋଗର ଶିକାର ହୁଅନ୍ତି। ତଥାପି, କେତେକ ସାମାଜିକ-ଅର୍ଥନୈତିକ ଭଲ ସ୍ଥିତିରେ ଥିବା ଲୋକଙ୍କଠାରେ କେତେକ ପ୍ରକାରର କର୍କଟ ରୋଗ ଚିକିତ୍ସା…

କ୍ୟାନ୍‌ସରରୁ ବଞ୍ଚାଇବ ୧୦୦ ଟଙ୍କାର ସ୍ବଦେଶୀ ଟାବଲେଟ୍‌

ନୂଆଦିଲ୍ଲୀ, ୨୯।୨: ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ସର୍ବାଧିକ କ୍ୟାନ୍‌ସର ରୋଗୀ ଭାରତରେ ଥିବାବେଳେ ଅଧିକାଂଶ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପୁନର୍ବାର କ୍ୟାନ୍‌ସରର ଲକ୍ଷଣ ଦେଖାଦେଇଥାଏ। କର୍କଟ ରୋଗର ସର୍ବବୃହତ୍‌ ମେଡିକାଲ ଟାଟା ମେମୋରିଆଲ୍‌…

ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ

ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ…

ଗର୍ଭାଶୟ କର୍କଟ ରୋଗୀ ସହରରେ ଅଧିକ ଦିନ ରହୁଛନ୍ତି ଜୀବିତ, ଗୁଜରାଟ ଆଗରେ…

ମୁମ୍ବାଇ,୧୯।୧୦ : କର୍କଟ ଚିକିତ୍ସା ଦେଶର ସବୁ ସ୍ଥାନରେ ସମାନ ନୁହେଁ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଗର୍ଭାଶୟ କର୍କଟ ରୋଗୀମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରରେ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri