ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ! ୨.୫ ଲକ୍ଷ କୋଟି ଟଙ୍କାର ସ୍କିମ୍ ପାଇଁ ମଞ୍ଜୁରୀ ଦେଲା ଅର୍ଥ ମନ୍ତ୍ରଣାଳୟ,ଶୀଘ୍ର… ନୂଆଦିଲ୍ଲୀ,୨୯।୪: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨.୫…