EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା...
Whatsapp ଆଣିଲା ନୂଆ ଫିଚର୍, ଏଣିକି ଭଏସ୍ ମେସେଜ୍ ଆସିଲେ ବ୍ୟବହାରକାରୀ…
ନୂଆଦିଲ୍ଲୀ,୨୬।୨: ହ୍ବାଟ୍ସଆପ ଭାରତରେ ଏହାର ଭଏସ୍ ମେସେଜ୍ ଟ୍ରାନ୍ସକ୍ରିପ୍ଟ ଫିଚର ଲଞ୍ଚ କରିଛି। ପ୍ଲାଟଫର୍ମ ଗତ ବର୍ଷ ନଭେମ୍ବରରେ ଏହି ବୈଶିଷ୍ଟ୍ୟ ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଆପଣ ଏକ ଭଏସ୍ ମେସେଜର ଏକ ଟେକ୍ସଟ ଟ୍ରାନ୍ସକ୍ରିପ୍ଟ ତିଆରି...
Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ
ନୂଆଦିଲ୍ଲୀ,୨୬।୨: ଗୁଗୁଲ୍ ଏହାର ଇମେଲ୍ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍ରେ...
ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…
ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ...
EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା
ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google...
ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ...
PM Kisan Yojana: ହୋଇଗଲା ସ୍ପଷ୍ଟ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା
ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍ଲାଇନ୍ ଜାରି କଲେ ସରକାର, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି...
PF balance: UAN ନ ଥାଇ ବି ଏଭଳି ଯାଞ୍ଚ କରିପାରିବେ ନିଜର PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ ସହଜ ଉପାୟ!
ନୂଆଦିଲ୍ଲୀ,୨୨।୨: ଯଦି ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ନାହିଁ ଏବଂ ଆପଣ ଆପଣଙ୍କର EPF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। EPFO ଏହାର ସଦସ୍ୟମାନଙ୍କୁ SMS ଏବଂ ମିସ୍ଡ କଲ ମାଧ୍ୟମରେ...
BMW ଭଳି ବାଇକ୍ ନିର୍ମାଣ କରିଥିବା TVSର ଫୁଲ୍ ଫର୍ମ ଜାଣନ୍ତି କି?
ନୂଆଦିଲ୍ଲୀ,୨୨।୨: ଟିଭିଏସ୍ର ଫୁଲ୍ ଫର୍ମ ହେଉଛି ଥିରୁକ୍କୁରୁଗୁଡ଼ି ଭେଙ୍ଗାରାମ ସୁନ୍ଦରମ୍। ଏହା ଟିିଭିଏସ୍ ସମୂହର ସଂସ୍ଥାପକଙ୍କ ନାମ। ୧୯୧୧ରେ ଏହି କମ୍ପାନୀର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ଏହା ବସ୍ ସେବା ପ୍ରଦାନ କରୁଥିଲା। ଆରମ୍ଭରୁ TVS ସୁଜୁକି ସହ ଚୁକ୍ତି...
ଇତିହାସ ପାଲଟିଯିବ Marutiର ଏହି କାର୍, ମାସେ ପରେ ହୋଇଯିବ ବନ୍ଦ!
ନୂଆଦିଲ୍ଲୀ,୨୨।୨: Maruti Suzuki କାର୍ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଯାନର ଉତ୍ପାଦନ ମାର୍ଚ୍ଚ ୨୦୨୫ ସୁଦ୍ଧା...
Teslaରେ ଚାକିରି ଲାଗି ଅନ୍ଲାଇନ୍ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…
ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍ଲା କାର୍ ଭାରତରେ ପ୍ରବେଶ କରିବାକୁ ଯାଉଛି। ମସ୍କଙ୍କ କମ୍ପାନୀ ଟେସଲା ମୋଟର୍ସ ଭାରତୀୟ ଲୋକଙ୍କ...
Archives


