ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ ମହିଳା, ନଦୀରେ ବୁଡ଼ିଗଲା ଡଙ୍ଗା, ଚାଲିଗଲା ଜୀବନ
ମାଲକାନଗିରି,୨୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ରାଣିଗୁଡ଼ା ଘାଟ ନିକଟ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗା। ବୁଡ଼ି ଯିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତଥ୍ୟ ଅନୁଯାୟୀ ରାଣିଗୁଡ଼ା ଗ୍ରାମର ମଣିମା ଭୂମିକା (୩୮) ନାମକ ମହିଳାଙ୍କ…

