ଏଣିକି ଆଉ ଅପେକ୍ଷା ନାହିଁ: ଆବେଦନର ୧୦ ଦିନରେ ମିଳିବ ଭତ୍ତା, ଭଞ୍ଜନଗରରେ ୧୭୧୮ ନୂତନ ହିତାଧିକାରୀଙ୍କୁ…
ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି। ଏଣିକି ଆବେଦନର ମାତ୍ର ୧୦ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…

