୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗୋମାଂସ ଜବତ, ୩ ଅଭିଯୁକ୍ତ ଫେରାର କୁଆଁରମୁଣ୍ଡା,୨୭।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ତେତ୍ରାବାହାଲ ଗ୍ରାମର ଜଣଙ୍କ ଘର ପଛପଟେ ଶନିବାର ସକାଳେ ଏକ ବଳଦ କଟାଯିବା ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନେ ଖବର ପାଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ...