ମହିଳାଙ୍କ ଖାତାକୁ ଆସିବ ୧୦ ହଜାର ଟଙ୍କା, ଡିସେମ୍ବରରେ ମିଳିବ ପ୍ରଥମ କିସ୍ତି: ଜାଣନ୍ତୁ କେଉଁମାନେ ପାଇବେ ଲାଭ
ନୂଆଦିଲ୍ଲୀ, ୨୪।୧୧: ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳାଙ୍କ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ମହିଳାମାନେ ନିଜର ଖର୍ଚ୍ଚ ତୁଲାଇବାରେ ସହାୟତା ପାଇପାରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡର ମହିଳାଙ୍କ ପାଇଁ ଆସିଛି ଏକ ବଡ଼…

