୨୦୨୩ ହିଂସା ମାମଲା, ପଞ୍ଜାବ ଏମ୍ପି ଅମ୍ରିତପାଲ୍ ସିଂ ଗିରଫ ଚଣ୍ଡିଗଡ଼,୨୪।୪: ୨୦୨୩ର ଅଜନାଲା ହିଂସା ମାମଲାରେ ପଞ୍ଜାବ ଏମ୍ପି ଅମ୍ରିତପାଲ୍ ସିଂଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଜନାଲା ଥାନା ଆକ୍ରମଣ ସହ ଅମ୍ରିତପାଲ୍ ସମ୍ପୃକ୍ତ ଥିଲେ। ତାଙ୍କର ଏନ୍ଏସ୍ଏ ହାଜତ ମିଆଦ ଶେଷ ହେବା ପରେ ପୁନର୍ବାର ଗିରଫ କରାଯାଇ ଦିବ୍ରୁଗଡ଼ରୁ…