୧୩,୬୦୦ଫୁଟ ଉଚ୍ଚରେ ଅବତରଣ କଲା ବାୟୁସେନାର ଆଇଏଲ୍-୭୬
ନୂଆଦିଲ୍ଲୀ, ୮ା୧୧(ପି.ଟି): ଭାରତୀୟ ବାୟୁସେନାର ଆଇଏଲ୍-୭୬ଏମ୍ଡି ‘ଗଜରାଜ’ ପୂର୍ବ ଲଦାଖର ନ୍ୟୋମା ଏୟାର ବେସ୍ରେ ୧୩,୬୦୦ ଫୁଟରୁ ଅଧିକ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଐତିହାସିକ ସଫଳତା ହାସଲ କରିଛି। ବିଶ୍ୱର ଯେକୌଣସି ସ୍ଥାନରେ ବିମାନ ଦ୍ୱାରା କରାଯାଇଥିବା ସର୍ବୋଚ୍ଚ…

