Tag Archives: accident

ଭୟଙ୍କର ଦୁର୍ଘଟଣା: ୨ ଜଣଙ୍କ ଜୀବନ ଗଲା, ୪ ଗୁରୁତର

ଟେନ୍‌ସା,୪ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଏରିଆନ ଛକ ନିକଟରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା। ଘଟଣାସ୍ଥଳରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ହାଇଓ୍ବାଟି ଏତେ ଜୋର୍‌ରେ ଏକ ଭ୍ୟାନ ଧକ୍କା ଦେଇଛି…

ମାଛ ବ୍ୟବସାୟୀଙ୍କୁ ଚାପିଦେଲା ମାଛ ବୋଝେଇ କଣ୍ଟେନର, ୬ ଘଣ୍ଟା ମୃତଦେହ ରଖି

ଭୋଗରାଇ,୨୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଚନ୍ଦନେଶ୍ୱର- ଜଳେଶ୍ୱର ୫୭ ନଂ ରାଜ୍ୟ ରାଜପଥ କମର୍ଦ୍ଦା ବଜାର ନିକଟରେ ଗୁରୁବାର ସକାଳ ସାଢ଼େ ୮ଟାରେ ଏକ ମାଛ ବୋଝେଇ କଣ୍ଟେନର ଜଣେ ବାଇକ୍‌ ଆରୋହୀଙ୍କୁ ପଛପଟରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଘଟଣାସ୍ଥଳରେ…

ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ପାଇକମାଳ, ୨୫।୬(ବଡ ଶତପଥୀ): ବରଗଡ ଜିଲା ପାଇକମାଳରୁ ୬ କିମି ଦୂର ନୂଆପଡା ଯିବା ରାସ୍ତାର କିଙ୍ଗ ହୋଟେଲ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡ଼ା ହୋଇଥିବା ଟ୍ରକ(GJ 27 TT 7089)କୁ ଧକ୍କା ଦେବା…

ବିବାହ ଭୋଜି ଖାଇ ଫେରୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଅଜଣାଗାଡ଼ି

ପରଜଙ୍ଗ,୨୩ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବରିହାପୁରସ୍ଥିତ ନିୟୁ ବିଶାଳ ଢାବା ସମ୍ମୁଖ ସର୍ଭିସ ରୋଡ୍‌ରେ ରବିବାର ରାତି ୯ଟାରେ ଏକ ଅଜଣା ଗାଡ଼ିଧକ୍କାରେ ବାରିହାପୁର ଗ୍ରାମର ଗୁରୁଚରଣ ବିଶ୍ୱାଳ (୭୫)ଙ୍କର ମୃତ୍ୟୁ ହୋଇଛି।…

ଏଥର ବିମାନ ନୁହେଁ ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ

ବ୍ରାଜିଲ,୨୧।୬: ବ୍ରାଜିଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି ସମୟରେ,…

ଖଲ୍ଲିକୋଟ ବଡ଼ ଘାଟି ଉପରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ମାଡ଼ିଯିବା ପରେ ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି…

ଖଲ୍ଲିକୋଟ,୧୭।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଡ଼ ଘାଟି ରାସ୍ତାରେ ମଙ୍ଗଳବାର ଅପରାହ୍ନରେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛେଳି ପଲ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ ମାଡି…

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ, ଜଣେ ମୃତ, ୯ ଆହତ

ହରଭଙ୍ଗା,୧୪ା୬(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ାଠାରେ ଶନିବାର ଭୋର୍‌ ସମୟରେ ଏକ ବୋଲେରୋ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ…

ବାଇକ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଟ୍ରକ୍‌ ପଛରେ ପିଟି ହୋଇ ଚାଲିଗଲା ଜୀବନ

ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ ମହାପାତ୍ର): କଟକ ସାଲେପୁର ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ୍‌ ପଛ ପଟେ ବାଇକ୍‌ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ସାଲେପୁର ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସୂଚନା…

ଅଫିସ ଯିବା ବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଅନ୍ୟ ଏକ କାର୍‌ ପଛପଟୁ ଧକ୍କା ଦେବରୁ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର…

ସାବିତ୍ରୀରେ ଶ୍ୱଶୁର ଘରକୁ ଆସିବା ବେଳେ ବାଟରେ ହେଲା ବଡ଼ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଭଞ୍ଜନଗର,୨୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠିପଡ଼ା ନିକଟରେ ସୋମବାର ପୂର୍ବାହ୍ନରେ ଗୋଟିଏ ବୁଲେଟ୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ଘର ସୋରଡ଼ା ନିକଟବର୍ତ୍ତୀ…

ଦୋକାନକୁ ଆସୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଜୁନାଗଡ଼,୨୪ା୫(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି…

ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଚାଲିଗଲା ୨ ଜଣଙ୍କ ଜୀବନ, ୮ ଗୁରୁତର

ସୋନପୁର,୨୩ା୫: ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ଛକ ନିକଟରେ ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିଯୋଗୁ ଗାଡ଼ି ଉପରେ ବସିଥିବା ବରଗଡ଼ ଜିଲାର ୨ ଦୁଲଦୁଲି ବାଦ୍ୟ କଳାକାରଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ବୌଦ୍ଧ ଜିଲା ମନମୁଣ୍ଡାରେ କାର୍ଯ୍ୟକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri