ଘରକୁ ଫେରିବାବେଳେ ଦୁର୍ଘଟଣା: ବାଇକ୍ ଚାଳକଙ୍କୁ ପିଟିଲା ପିକ୍ଅପ୍
ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାଶପୁର-ଡେଙ୍ଗାଓସ୍ତା ରାସ୍ତାର ଲୁଣିଲାଠି ଗ୍ରାମ ନିକଟରେ ବୁଧବାର ଅପରାହ୍ନରେ ପିକ୍ଅପ୍ ଭ୍ୟାନ୍ (ନଂ.ଓଡି ୦୫ ବିଜି-୨୨୦୬) ଏକ ବାଇକ୍ (ନଂ.ଓଡି୦୫ ଡବ୍ଲ୍ୟୁ – ୮୮୯୬)କୁ ଧକ୍କା ଦେବାରୁ ବାଇକ୍ ଚାଳକ ପାଟପୁର…
ବାଇକ-ସ୍କୁଟି ମୁହାଁମୁହିଁ
ମୋହନା,୧୫ା୧୧(ମନ୍ମଥ ମିଶ୍ର): ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଶନିବାର ପୃଥକ ପୃଥକ ବାଇକ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ଜଣ…
ମୌଳଭଞ୍ଜା ବ୍ରିଜ ଉପରେ ୨ ପଲସର ମୁହାଁମୁହିଁ, ୪ ଯୁବକ ଗୁରୁତର
ଦିଗପହଣ୍ଡି, ୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମୌଳାଭଞ୍ଜା ବ୍ରିଜ ଉପରେ ମଙ୍ଗଳବାର ସାରେ ୨ଟି ପଲସର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ…
୧୦ ଫୁଟ ତଳେ ପଡ଼ିଥିଲେ ଯୁବକ, ଆଧାରକାର୍ଡରୁ ଜଣାପଡ଼ିଲା ପରିଚୟ
ମୋହନା,୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡ଼ବନ୍ଧ ବୁଲାଣି ରାସ୍ତା କଡ଼ରୁ ଯୁବକକୁ ପୋଲିସ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର କିରନ କୁମାର ସାହୁ ମୃତ ଘୋଷଣା କରିଛନ୍ତି।…
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ିରେ ବସିଥିବା ୧୭ ଜଣ ଗୁରୁତର…
ଟ୍ରେନିଂକୁ ଯାଉଥିଲେ ଫରେଷ୍ଟର, ବାଟରେ ଚାଲିଗଲା ଜୀବନ
ନବରଙ୍ଗପୁର,୫ା୧୧(ସଦାଶିବ ପ୍ରହରାଜ): କାର୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପଟେ ପିକ୍ଅପ୍ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଭୟଙ୍କର ଦୁର୍ଘଟଣା, ୨୦ ମୃତ ଅନେକ ଆହତ
ତେଲଙ୍ଗାନା,୩।୧୧: ତେଲଙ୍ଗାନାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଏକ ଡମ୍ପର ଟ୍ରକ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ…
ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…
ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର। ହେଲେ ବାଟରେ ଦାଉ ସାଧିଲା ଦଇବ। ଅଧା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ…
ବ୍ରିଜ୍ ତଳକୁ ଖସିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ଦିଗପହଣ୍ଡି,୨୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀ ବ୍ରିଜ୍ ତଳକୁ ଖସି ଜଣେ ବାଇକ୍ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଧରମପୁର ଗ୍ରାମର…
ଦୀପାବଳି ପାଳିବାକୁ ଗାଁକୁ ଆସିଥିଲେ ଯୁବକ, ଚାଲିଗଲା ଜୀବନ
ଜଗନ୍ନାଥପ୍ରସାଦ,୧୭ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜଣେ ଯୁବକ ଗାଁକୁ ଦୀପାବଳି ପାଳିବା ପାଇଁ ଆସୁଥିବାବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି। ନୂଆ ଜିରାବାଡ଼ି ପାଲପଡା ଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ…
ଡିଭାଇଡର ଉପରେ ମାଡ଼ିଗଲା କାର୍, ଚାଲିଗଲା ୩ ଜୀବନ
ବରଗଡ଼,୧୭ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଫୋରଲେନ୍ ବାଇପାସ୍ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଡିଭାଇଡର ଉପରେ ମାଡ଼ିଯିବାରୁ ୩ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ…
ବୋଲେରୋ ଧକ୍କାରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ଆଇଡିସିରେ ଉତ୍ତେଜନା
ରାଉରକେଲା,୧୭ା୧୦(ସଙ୍ଗୀତା ଜେନା): ଶୁକ୍ରବାର ସକାଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଆଇଡିସିରେ ଏକ କମ୍ପାନୀର ବୋଲେରୋ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସହସ୍ରାଧିକ ସ୍ଥାନୀୟ ଘଟଣାର ନିରପେକ୍ଷ ତଦନ୍ତ ଓ କ୍ଷତିପୂରଣ ଦାବିରେ…
Archives


