ପଶ୍ଚିମବଙ୍ଗରୁ ଓଡ଼ିଶା ଫେରୁଥିବା ବେଳେ ଭୟାବହ ଦୁର୍ଘଟଣା, ଚାଲିଗଲା ଦୁଇ ଭାଇଙ୍କ ଜୀବନ
ଜଳେଶ୍ୱର,୨୬।୧୧(ନବୀନ ସାହୁ): ବାଲେଶ୍ବର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ପଟୁ ଓଡ଼ିଶା ଅଭିମୁଖେ ଫେରୁଥିବା ବେଳେ ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ପେଟ୍ରୋଲ ପମ୍ପ ପାର୍ଶ୍ୱରେ ଏକ କାର…

