ସ୍ବୟଂ-ଇପ୍ସିତାଙ୍କ ଲଭ୍‌ଷ୍ଟୋରୀ

ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍‌ମେଟ୍‌ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍‌ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ ଧିରେ ତାଙ୍କ ପ୍ରତି ଭଲପାଇବା ଆସିଯାଇଥିଲା ମନଭିତରେ। ସବୁଠୁ ବଡ଼ କଥା ଥିଲା ମୋତେ ବାହା ହେବା ଲାଗି ଝିଅଟି ଉଚ୍ଚ ଶିକ୍ଷିତା ହୋଇଥିବ, ଏକା ଜାତିର ହୋଇଥିବ ଇତ୍ୟାଦି ମୋ ମା’ ଖୋଜୁଥିବା ସମସ୍ତ ଗୁଣ ବି ଥିଲା ତାଙ୍କ ପାଖରେ। ଆମ ଭିତରେ ଖୁବ୍‌ ନିବୀଡ଼ ବନ୍ଧୁତା ଥିଲେ ବି କେବେ ଭଲପାଇବା ପ୍ରସଙ୍ଗ ଉଠି ନ ଥିଲା। ଯେହେତୁ ମୋ ମନରେ ତାଙ୍କପ୍ରତି ଷ୍ଟ୍ରଙ୍ଗ୍‌ ଫିଲିଙ୍ଗ୍ସ ଆସିଯାଇଥିଲା, ସେ ବି ମୋତେ ଲାଇକ୍‌ କରୁଥିବେ ନିଶ୍ଚୟ ବୋଲି ବିଶ୍ୱାସ ଥିଲା। ତେଣୁ ଥରେ ନୂଆ ବର୍ଷରେ ଓ୍ବିଶ୍‌ କରିବା ବେଳେ ମୁଁ ତାଙ୍କୁ ପ୍ରପୋଜ କରିଥିଲି। ଏବେବି ଭୁଲିନି ସେ ମୂହୁର୍ତ୍ତ, ହଠାତ୍‌ ଧିମା ପଡ଼ିଯାଇଥିବା ତାଙ୍କର ସେ ଲାଜୁଆ ଲାଜୁଆ କଣ୍ଠରେ ସହମତି। ସତରେ ଦୁନିଆ ଯେମିତି ରଙ୍ଗୀନ ହୋଇଯାଇଥିଲା ତାଙ୍କଠୁ ହଁ ଶୁଣିବା ପରେ। ଉଭୟ ପରିବାର ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇଯିବା ଆମ ପାଇଁ ଥିଲା ସବୁଠୁ ଖୁସିର କଥା। ଯଦିଓ ଏହା ପରେ ବିବାହ ହେବାକୁ ଆଠ ବର୍ଷ ଲାଗିଯାଇଥିଲା ହେଲେ ଆମ ପାଇଁ ପ୍ରେମର ଦୁନିଆ ଖୁବ୍‌ ସୁନ୍ଦର ପାଲଟି ଯାଇଥିଲା। ପ୍ରତିବର୍ଷ ଭଳି ଆଜି ବି ଆମେ ପରସ୍ପରକୁ ଭ୍ୟାଲେଣ୍ଟାଇନ୍ସ ଡ଼େ’ ଓ୍ବିଶ୍‌ କରିବା ସହ ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇ କିଛି ସ୍ପେଶାଲ୍‌ ଖାଇବାର ମଜା ନେବାକୁ ପ୍ଲାନ୍‌ ରଖିଛୁ।

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri