ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା ସିନ୍‌ର ରିକ୍ରିଏଟ୍‌ କରାଯିବ। ଏଥିରେ ସୁଶାନ୍ତଙ୍କୁ ପୁଣି ଥରେ ଆତ୍ମହତ୍ୟା କରିବାକୁ ପଡ଼ିବ। ସୁଶାନ୍ତଙ୍କ ଭୂମିକାରେ ଅଭିନୟ କରି ଜଣେ ପୋଲିସ ଏଭଳି କରିବେ। ଏହାଦ୍ୱାରା ତଦନ୍ତ ପ୍ରଭାବଶାଳୀ ହେବା ସହିତ ଦୋଷୀଙ୍କୁ ଧରିବା ସହଜ ହେବ ବୋଲି ବିହାର ପୋଲିସ ପକ୍ଷରୁ କୁହାଯାଇଛି। ମୁମ୍ବାଇ ପୋଲିସ ଫୋରେନ୍ସିକ୍‌ ଏଭିଡେନ୍ସ୍‌ ନେଇଯାଇଥିବାରୁ ବିହାର ପୋଲିସ ପକ୍ଷରୁ ଆତ୍ମହତ୍ୟା ସିନ୍‌ ରିକ୍ରିଏଟ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଏହା କରାଯିବ। ଜୁନ୍‌ ୧୪ର ସ୍ଥିତି ଘରେ ସୃଷ୍ଟି କରାଯାଇ ଆତ୍ମହତ୍ୟା ସିନ୍‌କୁ ରିକ୍ରିଏଟ୍‌ କରାଯିବ ବୋଲି ବିହାର ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ...

ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ...

ଏଥର ହେବ ସ୍ବାଭାବିକଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୬: କେରଳରେ ମୌସୁମୀ ପହଞ୍ଚିବା ପରେ ଦେଶବାସୀଙ୍କ ଆଶ୍ୱସ୍ତି ମିଳିଛି। ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଏକ...

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ...

କରୋନା ଭାଇରସ ଭୟରେ ଫିକା ପଡିଲା ହୋଲି!

ନୂଆଦିଲ୍ଲୀ,୧୦।୩: ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପର୍ବ ସାମାନ୍ୟ ଫିକା ପଡିଥିବା ପରିଲକ୍ଷିତ ହୋଇଛି।...

କବରସ୍ତାନରୁ ଉଦ୍ଧାର ହେଲା ଚୋରି ହୋଇଥିବା ୨୨ ଜୈନ ମୂର୍ତ୍ତି

ଭୋପାଳ,୨୪।୬: ମଧ୍ୟପ୍ରଦେଶ ଭିଣ୍ଡ ଜିଲାର ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଚୋରି ରବିବାର ହୋଇଥିବା ମୂର୍ତ୍ତି ସୋମବାର ସକାଳେ ସ୍ଥାନୀୟ କବରସ୍ତାନରୁ ଉଦ୍ଧାର ହୋଇଛି। ମନ୍ଦିରରେ...

ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ...

Advertisement
Archives

Model This Week