Posted inଜାତୀୟ

‘କରୋନା ଯୋଦ୍ଧା’ ଥିମ୍‌କୁ ନେଇ ମୋଦିଙ୍କ ୭୦ ତମ ଜନ୍ମଦିନରେ ୭୧ ଫୁଟର କେକ୍ ତିଆରି କଲା ସୁରଟ ବେକରି

ସୁରଟ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିନରେ ଗୁଜରାଟ ସୁରଟର ବ୍ରେଡଲାଇନର ବେକରି ୭୧ ଫୁଟର ଏକ କେକ୍ ତିଆରି କରିଛି । ଏହା କୋରାନା ଯୋଦ୍ଧାଙ୍କ ଥିମ୍‌କୁ ନେଇ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ରହିଛି ୭୭୧ କିଲୋଗ୍ରାମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କେକ୍ କଟାଯିବା ସହ ମୋଦିଙ୍କ ଜନ୍ମଦିନକୁ ଡିଜିଟାଲି ପାଳନ କରାଯାଇଛି । ଏହି କେକ୍‌କୁ ଅନ୍‌ଲାଇନରେ ମଧ୍ୟ ବିକ୍ରି କରାଯାଇଛି । ସୂଚନାଯୋଗ୍ୟ, ଗତ ୩ ବର୍ଷ ହେବ ବ୍ରେଡଲାଇନର ବେକରି ମୋଦିଙ୍କ ଜନ୍ମଦିନ ପାଳନ କରି ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ସହ ସୋସିଆଲ ଆୱାରନେସ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାଏ ।

କେକ୍‌ଟି କାଟିବା ସମୟରେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବା ସହ ଏଥିରେ ୭ କରୋନା ଯୋଦ୍ଧା ମଧ୍ୟ ଯୋଗ ଦେଇଥିଲେ । କେକ୍‌ରେ ଯେଉଁ ଚିତ୍ର ଥିଲା ସେଥିରେ ଗଣମାଧ୍ୟମ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପ୍ଲାଜମା ଡୋନର ଆଦିଙ୍କ ଫଟୋ ଦେଖିବାକୁ ମିଳିଛି । ଏହାଦ୍ୱାରା ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ବର୍ତ୍ତା ଯାଇଥିବା କହିଛନ୍ତି ଏହାର ଆୟୋଜକ ନୀତିନ ପଟେଲ ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,୧୮।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଶୁକ୍ରବାର ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାଁ...

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି।...

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ...

ଭାଜପା ବିଧାୟକଙ୍କ ଯୁକ୍ତି: ଭଲ ରାସ୍ତା ଯୋଗୁ ଘଟୁଛି ସଡ଼କ ଦୁର୍ଘଟଣା

ଭୋପାଳ,୨୨।୧: ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ...

ରାହୁଲଙ୍କ ଇସ୍ତଫାକୁ ନେଇ ବର୍ଷିଲେ ଖୁର୍ସିଦ: ଆମ ନେତା ଛାଡ଼ି ଚାଲିଗଲେ

ନୂଆଦିଲ୍ଲୀ,୧୦ା୧୦: ଆମକୁ ଆମ ନେତା ଛାଡ଼ି ଚାଲିଗଲେ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଫଳରେ ସାଧାରଣ ନିର୍ବାଚନରେ ପରାଜୟର ସମୀକ୍ଷା ହୋଇପାରିଲା...

ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨।୧୨: ରାମପୁର ଉପନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

ଭାଜପାରେ ଯୋଗ ଦେଲେ ଏଏପି ନେତା କପିଲ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଲ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ...

Advertisement
Archives

Model This Week