ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି। ଏଠାରେ ରହୁଥିବା ୧୭ ବର୍ଷ ବୟସ୍କ ୯୩ କିଲୋଗ୍ରାମ୍‌ ଓଜନର ରତ୍ନା ନାମକ ଏକ ସୁମାତ୍ରା ବାଘର ବାମ ଆଖିର ଅପରେଶନ୍‌ କରାଯାଇଛି। ପୂର୍ବରୁ ରତ୍ନାର ଆଖିରେ ଥିବା କାଟାରାକ୍ଟକୁ ବାହାର କରାଯାଇଥିଲା।

ତେବେ ପରବର୍ତ୍ତୀ ସମୟରେ ଆଖିର କୋର୍ନିଅଲ୍‌ରେ ଘା ହୋଇଯାଇଥିଲା। କେମ୍ବିଜ୍‌ ବିଶ୍ୱ ବିଦ୍ୟାଳୟର କୁଇନ୍ସ୍‌ ଭେଟେରିନାରୀ ସ୍କୁଲ ହସ୍ପିଟାଲରେ ଡାକ୍ତର ଡେଭିଡ୍‌ ଓ୍ବିଲିୟମ୍‌ ଅଧାଘଣ୍ଟା ଧରି ରତ୍ନାର ଆଖି ଅପରେଶନ୍‌ କରିଥିଲେ। ଦୁଇମାସ ପରେ ରତ୍ନା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ଓ୍ବିଲିୟମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ହାତ ଓ ପାଦର ଆଙ୍ଗୁଳି ସଂଖ୍ୟା ୨୮…

ସାଧାରଣତଃ ମଣିଷଙ୍କ ଦୁଇ ହାତ ଏବଂ ପାଦରେ ୧୦ ଲେଖାଏଁ ଆଙ୍ଗୁଳି ରହିଥାଏ। ତେବେ ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ...

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପ୍ରତିମାରୁ ବହେ ଝାଳ

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ଏସବୁ ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଉତ୍ସୁକତା ରହିଥାଏ। ଅନେକ ରହସ୍ୟରୁ୍‌ ପରଦା ଉଠାଯାଇଥିବାବେଳେ ଅନେକ ରହସ୍ୟ ଅଛି...

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ...

ଜ୍ୱାଳାମୁଖୀରେ ପିଜ୍ଜା ତିଆରି

ଗୁଆଟେମାଲା ସିଟି ବହୁତ ଲୋକଙ୍କ ଦେଶ ଓ ଦୁନିଆ ବୁଲିବାର ସଉକ ରହିଥାଏ। ଏହା ତାଙ୍କୁ ଭିନ୍ନ ଜୀବନଶୈଳୀ ଏବଂ ଅନେକ କିଛି ଶିଖିବାରେ ସାହାଯ୍ୟ...

ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…

ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ...

ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ...

ହଡସନ ଭ୍ୟାଲିରେ ପ୍ରଳୟଙ୍କରୀ ବନ୍ୟା…

ଓ୍ବାଶିଂଟନ,୧୦।୭ : ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହଡସନ ଭ୍ୟାଲି ସହରରେ ବନ୍ୟାଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି।...

ଫିଜିରେ ୬.୩ ତୀବ୍ରତାର ଭୂକମ୍ପ…

ସୁଭା,୧୮।୪: ଫିଜିରେ ଭୂକମ୍ପ ଝଟକା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୩ ରେକର୍ଡ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର...

Advertisement
Archives

Model This Week