Posted inଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଇନିଜ ଗ୍ରେନେଡ ଜବତ…

ଶ୍ରୀନଗର, ୧୮।୮ : ଦେଶରେ ଆତଙ୍କବାଦ ବିସ୍ତାର ପାଇଁ ପାକିସ୍ତାନ ଷଡଯନ୍ତ୍ର ଜାରି ରଖିଛି। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁୁ ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦ ରଣନୀତିରେ ଡ୍ରୋନ ଅନ୍ତର୍ଭୁକ୍ତ କରିଛି। ଡ୍ରୋନ ମାଧ୍ୟମରେ ସେ ସୀମାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ପଠାଉଛି। ବୁଧବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ଜମ୍ମୁ-କଶ୍ମୀରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। ଏସବୁ ଡ୍ରୋନ ସାହାଯ୍ୟରେ ସୀମା ପାର୍‌ରୁ ଆସିଥିବା କୁହାଯାଉଛି। ଡ୍ରୋନ ଦ୍ୱାରା ପାକିସ୍ତାନ ସୀମାରୁ ପଠାଯାଇଥିବା ପ୍ୟାକେଟକୁ ବମ ଡିସପୋଜାଲ ସ୍କ୍ବାଡ ସହାୟତାରେ ଖୋଲା ଯାଇଥିଲା। ସେଥିରେ ଗୋଟିଏ ଏକେ-୪୭ ରାଇଫଲ, ମାଗାଜିନ, ୪୦ ଏକେ ରାଉଣ୍ଡ, ଗୋଟିଏ ଷ୍ଟାର ପିସ୍ତଲ, ପିସ୍ତଲ ରାଉଣ୍ଡ ଏବଂ ଚାଇନିଜ ଗ୍ରେନେଡ ଜବତ କରାଯାଇଛି। ଏହାର ଅଧିକ ଅନୁସନ୍ଧାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ନେଇ ବିଶାଖାପଟ୍ଟନମ ପହଞ୍ଚିଲା ଇଣ୍ଡିଗୋ ବିମାନ, ହାଇଦ୍ରାବାଦରେ ରହିଗଲା ୩୭ ଯାତ୍ରୀଙ୍କ ଲଗେଜ

ବିଶାଖାପାଟ୍ଟନମ,୧୦ ।୨: ବିମାନ ଯାତ୍ରା ସମୟରେ କେବେ କେବେ ଜଣେ ଜଣେ ଯାତ୍ରୀଙ୍କ ଲଗେଜ ରହିଯାଇଥିବା ଖବର ସାମ୍ନକୁ ଆସିଛି । ଏହାକୁ ଏକ ସାଧାରଣ...

ଜମ୍ମୁ-କଶ୍ମୀର ଡିଜି ଜେଲ ହେମନ୍ତ ଲୋହିୟାଙ୍କୁ ହତ୍ୟା, ବଢିଲା ସୁରକ୍ଷା ଏଜେନ୍ସିର ଚିନ୍ତା

ଜମ୍ମୁ,୪ ।୧୦: ଜମ୍ମୁ-କଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ) ହେମନ୍ତ ଲୋହିୟାଙ୍କୁ ତାଙ୍କ ଘରେ...

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ...

୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ ପିଏମ୍‌ଏଓ୍ବାଇ-ଜି ଯୋଜନା, କ୍ୟାବିନେଟ୍‌ ନିଷ୍ପତ୍ତି…

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇ ମାର୍ଚ୍ଚ ୨୦୨୧ ପରେ ମଧ୍ୟ...

ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !

ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ...

ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କଲେ ଏହି ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୨୨।୧୦: ବିହାର ପରେ ଏବେ ତାମିଲନାଡ଼ୁ ସରକାର ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି,...

ମଙ୍ଗଳବାରଠୁ ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌ ଚଳାଚଳ

ନୂଆଦିଲ୍ଲୀ,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ...

ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ

ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍‌ର ଆବିଷ୍କାର କରାଯାଇଛି। ଏହି କିଟ୍‌ ଉନ୍ନତ ଧରଣର ହୋଇଥିବା ବେଳେ କରୋନା...

Advertisement
Archives

Model This Week