ବରଗଡ଼ ସବ୍‌ରେଜିଷ୍ଟ୍ରାର ଅଫିସ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୩୧ା୮: କରୋନା ଥମିବାର ନାଁ ନେଉନି। ସୋମବାର ଜିଲାରେ ପୁଣି ୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ସବ୍‌ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୋମବାରରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଜିଲା ସବ୍‌ରେଜିଷ୍ଟ୍ରାର ଅଫିସକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ସୋମବାର ଏ ନେଇ ବରଗଡ଼ ଜିଲା ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଷାବୃତ୍ତି କରୁଥିଲେ ପୂର୍ବତନ ହୋମଗାର୍ଡ: ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ରହିଲେ

କଟକ ଅଫିସ,୧୬।୧: କଟକ ଚଣ୍ଡୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ପୂର୍ବତନ ହୋମଗାର୍ଡଙ୍କୁ ଶୁକ୍ରବାର ସେଲ୍‌ଟର ଛକସ୍ଥିତ ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ...

ଭିସେରା ରିପୋର୍ଟକୁ ଅପେକ୍ଷା

ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ...

ଲକ୍‌ଡାଉନ୍‌ ସମୟରେ କାମ ମିଳିଲା: କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଦାବି କଲେ ଜବକାର୍ଡଧାରୀ

ବନ୍ତ,୭।୬(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ସମୟରେ ଦିନମଜୁରିଆଠାରୁ ପ୍ରବାସୀ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କାମ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଭଳିସ୍ଥଳେ ଭଦ୍ରକ...

ଓଡ଼ିଶାରେ ଶାହା: ପୂର୍ବାଞ୍ଚଳ ଜୋନ୍‌ ପରିଷଦ ବୈଠକରେ ଯୋଗ ଦେଲେ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛଛନ୍ତି। ବିମାନ...

ମୋହନା ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆର.ଉଦୟଗିରି,୩୦ା୩(ଡି.ଏନ.ଏ.): ମୋହନା ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହିଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ମୋହନା ସଦର ମହକୁମା ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା...

ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା

ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି...

ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

Advertisement
Archives

Model This Week