Posted inଖେଳ

ଆର୍‌ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍‌ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍‌ କରିଛି। ଏହାସତ୍ତ୍ୱେ ମ୍ୟାକ୍ସଓ୍ବେଲ ଦଳ ଉପରେ ଖପ୍ପା ହୋଇ ନାହାନ୍ତି। ବରଂ ପ୍ରଶଂସା କରିଛନ୍ତି।

୨୦୨୧ରେ ମାକ୍ସଓ୍ବେଲ ଆର୍‌ସିବିରେ ସାମିଲ ହୋଇଥିଲେ। ଗତ ୪ ସିଜନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଦଳ ପ୍ଲେଅଫ୍‌ରେ ପହଞ୍ଚିବାରେ ସଫଳ ହୋଇଥିଲା। ହେଲେ ଏବେ ଦଳରୁ ରିଟେନ୍‌ ନ ହେବାକୁ ନେଇ ମାକ୍ସଓ୍ବେଲ କହିଛନ୍ତି, ମୁଁ ଫ୍ରାଞ୍ଚାଇଜ୍‌ ଅଧିକାରୀଙ୍କ ସହ ଜୁମ୍‌ କଲ୍‌ରେ କଥା ହେବା ବେଳେ ରିଟେନ ନ ହେବା ବିଷୟରେ ଜାଣିବାକୁ ପାଇଥିଲି। ଏହା ବେଶ ସୁନ୍ଦର ଭାବେ କରାଯାଇଥିଲା। ହେଲେ ସେମାନେ ଅଧାଘଣ୍ଟା ଧରି ଖେଳ ବିଷୟରେ କଥା ହୋଇଥିଲେ। ତାଙ୍କ ରଣନୀତି ନେଇ କହିଥିଲେ। ଆଗକୁ କ’ଣ କରିବାକୁ ପଡ଼ିବ ତାହା କହିଥିଲେ। ମୁଁ ତାକୁ ବୁଝିଛି। ତାଙ୍କୁ ମୂଳକୁ ମଜଭୂତ କରିବା ଲାଗି ୩ ଭାରତୀୟଙ୍କ ଆବଶ୍ୟକତା ରହିଛି। ତାଙ୍କର ବିଦେଶୀ ଖେଳାଳି ସ୍ଥାନୀୟ ଖେଳାଳିଙ୍କ ପୂରକ ହେବେ ବୋଲି ଆଶା। ଯଦି ପ୍ରତି ଟିମ୍‌ ସେଭଳି କରେ ତେବେ ସମ୍ପର୍କ ଆହୁରି ସହଜ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ବଡ଼ ବୟାନ ଦେଲେ ଟ୍ରମ୍ପ, ନର୍କରେ ରହୁଛନ୍ତି…ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସହିତ ବିବାଦ ସୃଷ୍ଟି କରିଛନ୍ତି। ଏଥର, ଆମେରିକୀୟ ରାଷ୍ଟ୍ରପତି ମୌଳବାଦୀ ଆମେରିକୀୟ…

୬ଦିନ ପାଇଁ ଦିଲ୍ଲୀରୁ ଶିମଲାକୁ ସ୍ଥାନାନ୍ତରିତ ହେବ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ମାଟିରେ ନିର୍ମିତ ୧୭୫ ବର୍ଷ ପୁରୁଣା କୋଠାରେ ରହିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩।୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୨୭ ରୁ ମେ ୨ ପର୍ଯ୍ୟନ୍ତ ଶିମଲା ଗସ୍ତ କରିବେ । ଫଳସ୍ୱରୂପ, ଏହି ଛଅ ଦିନ ପାଇଁ, ରାଷ୍ଟ୍ରପତିଙ୍କ…

ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬: LIVE ଅପ୍‌ଡେଟ୍ସ

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେଉଛି।…

ସୃଷ୍ଟି ହେବ ପଞ୍ଚ ମହାପୁରୁଷ ଯୋଗ: ଏହି ଦିନଠୁ ୩ ରାଶିର ଭଲ ଦିନ ଆରମ୍ଭ, ପୂରଣ ହେବ ସବୁ ଇଚ୍ଛା

ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ରଖେ, କାରଣ ଏହାର ଗୋଚର ସମୟ ସମୟରେ ଶୁଭ ଏବଂ ଅଶୁଭ ଯୋଗ ସୃଷ୍ଟି କରେ।…

ଲାଗିଲା ଶକ୍ତ ଝଟକା: ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ହାତ ଛାଡିଦେଲେ…

ଓ୍ବାଶିଂଟନ୍‌,୨୩।୪: ହର୍ମୁଜ ପ୍ରଣାଳୀରେ ଆମେରିକା ନୌସେନାର ଚାଲିଥିବା ଅବରୋଧ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଆମେରିକୀୟ ନୌସେନା ସଚିବ ଜନ ଫେଲାନ…

୧୨ଟାରୁ ୩ଟା ଭିତରେ ବନ୍ଦ ରହିବ ଅନଲାଇନ ଡେଲିଭରି? ବଡ଼ ଘୋଷଣା କରିଦେଲେ…

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ-ଏନସିଆରରେ, ଏପ୍ରିଲ ମାସର ଆରମ୍ଭରୁ ଗରମ ତା’ର ତୀବ୍ରତା ଦେଖାଇବା ଆରମ୍ଭ କରିଛି। ବିଶେଷକରି ଅପରାହ୍ନ ସମୟରେ ପରିସ୍ଥିତି କ୍ରମଶଃ କଷ୍ଟକର ହେବାରେ ଲାଗିଛି। ଦିଲ୍ଲୀକୁ…

୨୦୨୬ରେ ହେବ ପ୍ରଚଣ୍ଡ ଗରମ, ପଡିବ ମରୁଡି! ଚମକାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୪: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ତାଙ୍କର ଅନେକ ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ପୁଣିଥରେ, ତାଙ୍କର ଭବିଷ୍ୟବାଣୀ ଶିରୋନାମା ପାଲଟିଛି, କିନ୍ତୁ ଏହା ଭୟଙ୍କର ।…

ବାଛି ବାଛି ପ୍ରତିଶୋଧ ନେବେ ଟ୍ରମ୍ପ, ଦେଶମାନଙ୍କର ତାଲିକା କଲେ ପ୍ରସ୍ତୁତ, ଲିଷ୍ଟରେ ଅଛନ୍ତି…

ଓ୍ବାଶିଂଟନ୍‌,୨୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇରାନ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ କରିନଥିବା ଦେଶଗୁଡ଼ିକ ବିରୁଦ୍ଧରେ ଆମେରିକା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri