Posted inଜାତୀୟ

ଭୋଟ ବିଭାଜନ କଂଗ୍ରେସ ପତନର ମୁଖ୍ୟ କାରଣ…

ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି। ଭୋଟରଙ୍କ ସ୍ତରକୁ ଦେଖିଲେ ଜଣାପଡୁଛି ଯେ, ରାଜନୈତିକ ଦଳ ମଧ୍ୟରେ ଏକ ତୃତୀୟାଂଶରୁ ଦୁଇ ତୃତୀୟାଂଶ ମଧ୍ୟରେ ଲଢ଼େଇ ହେଉଛି।

କେବଳ ଏକ ତୃତୀୟାଂଶ ଲୋକ ଭାଜପାକୁ ଭୋଟ ଦେଉଛନ୍ତି କିମ୍ବା ସମର୍ଥନ କରିବାକୁ ଚାହୁଁଛନ୍ତି। ସମସ୍ୟା ହେଉଛି ଦୁଇ-ତୃତୀୟାଂଶ ଭୋଟରଙ୍କ ଭୋଟ ୧୦, ୧୨ ଅବା ୧୫ ରାଜନୈତିକ ଦଳ ମଧ୍ୟରେ ବିଭାଜନ ହେଉଛି। ଏହା ଦ୍ୱାରା କଂଗ୍ରେସର ଭୋଟ ପରିମାଣ ହ୍ରାସ ପାଉଛି।

ଏହା କଂଗ୍ରେସର ପତନର ଏକ ମୁଖ୍ୟ କାରଣ। ଦେଶର ୬୫ ପ୍ରତିଶତ ଭୋଟର ବିଭାଜିତ ହେଉଛନ୍ତି ତେଣୁ କଂଗ୍ରେସ ତଳକୁ ଖସି ଆସୁଛି। ଅପରପକ୍ଷରେ ପ୍ରାୟ ୩୫ ପ୍ରତିଶତ ଭୋଟ ହାତେଇବାରେ ଭାଜପା ସଫଳ ରହୁଥିବା ପ୍ରଶାନ୍ତ କହିଛନ୍ତି। ଏହାଦ୍ୱାରା କଂଗ୍ରେସର କ୍ଷମତା ବାଟରେ କଣ୍ଟା ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ କାମକୁ କେହି ଜଣେ ଚିହ୍ନିଲେ’

ନୂଆଦିଲ୍ଲୀ,୨୨।୩: ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି। ସେମାନଙ୍କୁ ସମ୍ମାନିତ କରୁଛି। ଏପରିକି ମୋ କାମକୁ କିଏ ଜଣେ ଚିହ୍ନି ପ୍ରଶଂସା...

ଧାରା ୩୭୦କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ: ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା

ନୂଆଦିଲ୍ଲୀ,୬।୮: ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା।...

୬୧ଥର ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍‌ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍‌ଦୁର ୟୁନିୟନ୍‌ (ନେର୍‌ମୁ) ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ...

ଗୁଜରାଟ ବିଧାନସଭାରେ ହଙ୍ଗାମା: ଜିଗ୍ନେଶଙ୍କ ସମେତ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ

ଗାନ୍ଧିନଗର,୨୧।୯: ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ଲାଗି ବିରୋଧୀ କଂଗ୍ରେସର ୧୪ଜଣ ବିଧାୟକଙ୍କ ସହ ସ୍ବାଧୀନ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ନିଲମ୍ବନ କରାଯାଇଛି। ଏପରିକି ବିଧାୟକମାନଙ୍କୁ...

ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ

କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ...

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

‘ଯେମିତି ଜମ୍ମୁ-କଶ୍ମୀରରୁ ୩୭୦ ହଟିଲା, ତୁମେ ବି ହଟିବ’

ଓ୍ବାରାଙ୍ଗଲ(ତେଲେଙ୍ଗାନା),୯।୧: ଯେଉଁଭଳି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଗଲା, ଠିକ୍‌ ସେଭଳି ଅସାଦୁଦ୍ଦିନ ଓ୍ବାଇସି ଏବଂ ନିଜାମଙ୍କ ନାମକୁ ଭୁଲାଇ ଦିଆଯିବ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌...

ଆଜି ବିଶ୍ୱ ଡାକ ଦିବସ: ଜାଣନ୍ତୁ ଡାକ ସେବା ସମ୍ପର୍କରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା...

Advertisement
Archives

Model This Week