ପ୍ରେଗ୍ନେସିକୁ ନେଇ ବଡ ରାଜ ଖୋଲିଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ମା’ ହେବାର ଅନୁଭୁତିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି । ଅଭିନେତ୍ରୀ ଖୁବଶୀଘ୍ର ଆନନ୍ଦ ଆହୁଜାଙ୍କ ପିଲାର ମା’ ହେବାକୁ ଯାଉଛନ୍ତି । ବିବାହାର ୪ ବର୍ଷ ପରେ ସୋନମ ଗର୍ଭବତୀ ହୋଇଛନ୍ତି । ଏବେ ସେ ତାଙ୍କର ପ୍ରେଗ୍ନେସି ଅନୁଭବକୁ ଶେୟାର କରୁଛନ୍ତି । ଯଦିଓ ଏବେ ସେ ଖୁସି ଅଛନ୍ତି କିନ୍ତୁ ପ୍ରେଗ୍ନେସି ଆରମ୍ଭ ତାଙ୍କ ପାଇଁ ବଡ କଠିନ ଥିଲା ବୋଲି ସେ କହିଛନ୍ତି ।
ନିକଟରେ ଏକ ସାକ୍ଷାତ୍‌କାରରେ ସୋନମ କହିଛନ୍ତି ଗର୍ଭାବସ୍ଥାର ପ୍ରଥମ ୩ ମାସ ମୋ ପାଇଁ ବଡ କଷ୍ଟକର ସମୟ ଥିଲା । ସମସ୍ତେ ଗର୍ଭାବସ୍ଥାକୁ ନେଇ ଭଲ କଥା ହୋଇଥାଆନ୍ତି । ହେଲେ କେହି କେବେ କହି ନାହାନ୍ତି ଏହା କେତେ କଷ୍ଟକର । ଯଦି ଆପଣ ଆପଣଙ୍କ ଭିତରେ ଆଉ ଏକ ଜୀବନ ଆଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ଆପଣଙ୍କୁ ସମ୍ମାନ କରିବାକୁ ପଡିବ ।
ଏହାସହ ସେ କିପରି ପତି ଆନନ୍ଦ ଆହୁଜାଙ୍କ ସହ ପ୍ରେଗ୍ନେସିକୁ ନେଇ ପ୍ଲାନିଂ କରିଥିଲେ ତାହା ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ସୋନମ କହିଛନ୍ତି ଆମେ ଦୁହେଁ ବିବାହ ପରେ ସ୍ଥିର କରିଥିଲୁ ୨ ବର୍ଷ ପର୍ଯ୍ୟନ୍ତ ବେବି ପ୍ଲାନିଂ କରିବୁ ନାହିଁ ଆମେ ଏହି ୨ ବର୍ଷ ଏନଜୟ କରିବୁ । ତାହାହିଁ ହେଲା । ଆସନ୍ତା ମେ’ରେ ଆମ ବିବାହକୁ ୪ ବର୍ଷ ପୂରଣ ହୋଇଯିବ । ତେବେ ୨ ବର୍ଷ ପରେ ଆମେ ବେବି ପ୍ଲାନିଂ ଆରମ୍ଭ କରିଦେଇଥିଲୁ ଆଉ ଏହା ପୂରଣ ହୋଇଗଲା । ଏହା ଆମ ପାଇଁ ଗୋଟିଏ ବଡ ଆଶୀର୍ବାଦ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri