ହ୍ବାଇଟ୍‌ ହାଉସ୍‌ରେ ସମୀରା

ଓ୍ବାଶିଂଟନ୍‌, ୧୭ା୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସମୀରା ଫେଜିଲି। ଭାରତୀୟ-ଆମେରିକୀୟ କମ୍ୟୁନିଟି ଏବଂ ଅର୍ଥନୈତିକ ବିକାଶ ବିଶେଷଜ୍ଞ ସମୀରାଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଜାତୀୟ ଅର୍ଥନୈତିକ ପରିଷଦର ଡେପୁଟି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ପରିଷଦ ଅର୍ଥନୈତିକ ନୀତି ପ୍ରସ୍ତୁତ ପ୍ରକ୍ରିୟାରେ ଜଡ଼ିତ ଥାଏ ଏବଂ ଆମେରିକା ରାଷ୍ଟ୍ରପତିଙ୍କୁ ପରାମର୍ଶ ମଧ୍ୟ ଦେଇଥାଏ। କଶ୍ମୀରରେ ଜନ୍ମିତ ସମୀରା ପୂର୍ବରୁ ଫେଡେରାଲ ରିଜର୍ଭ ବ୍ୟାଙ୍କ ଅଫ୍‌ ଆଟଲାଣ୍ଟାର ଆର୍ଥିକ ବିକାଶ ଓ କମ୍ୟୁନିଟି ନିର୍ଦ୍ଦେଶକ ରହିଥିଲେ। ଗତ ଡିସେମ୍ବରରେ ଭାରତୀୟ ବଂଶୋଦ୍ଭବ ଆୟେଶା ଶାହାଙ୍କୁ ହ୍ବାଇଟ୍‌ ହାଉସରେ ସ୍ଥାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ...

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ...

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

‘ମୁଁ ଏବେ ବି ଟୁଇଟରରେ ଅଛି’

ନ୍ୟୁୟର୍କ,୨୯ା୪: ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର ଅଧିଗ୍ରହଣ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହାର ମୁଖ୍ୟ କାରଣ ହେଉଛି...

ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ଲେଖିଥିଲେ ଜଣେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ ସେ କିଏ

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦ରେ ଶପଥ ନେବାପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କରିଥିଲେ। ବାଇଡେନଙ୍କ ଭାଷଣ ସମଗ୍ର ବିଶ୍ୱରେ...

ଶରଣାର୍ଥୀ ହେଲେଣି ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ, ଜାତିସଂଘ ରିପୋର୍ଟ…

ଜେନେଭା, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ...

ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ...

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪ା୫: ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଧରିଛି। ଏହି ଡଙ୍ଗାରେ ୮ ଜଣ ସଦସ୍ୟ ଥିଲେ।...

Advertisement
Archives

Model This Week