ଆଇଫାରେ ଏକାଠି ବସିଥିବା ନଜର ଆସିଲେ ସଲମାନ୍‌-ଅଭିଷେକ

ବମ୍ବେ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଅଭିନେତା ସଲମାନ ଖାଁଙ୍କ ସହ ସମ୍ପର୍କ କାହାକୁ ବି ଅଛପା। ଏକଦା ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ହେଲେ ବ୍ରେକ୍‌ଅପ୍‌ ହେବା ପରେ ଅଭିଷେକ ବଚ୍ଚନଙ୍କ ହାତ ଧରିଥିଲେ ସେ। ସେବେଠାରୁ ସଲମାନ ଅଭିଷେକଙ୍କୁ ଏକାଠି ଦେଖିବାକୁ ମିଳି ନ ଥିଲା। ହେଲେ ୨୦୨୨ ଆଇଫା ଆଓ୍ବାର୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି। ଫଟୋରେ ଅଭିଷେକ ସଲମାନଙ୍କ ପାଖରେ ବସିଥିବା ନଜର ଆସୁଛନ୍ତି। ତେବେ ୨୦୦୭ ଜାନୁୟାରୀ ୧୪ରେ ଐଶ୍ୱର୍ଯ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ। ପରେ ୨୦୦୭ ଏପ୍ରିଲ ୨୦ରେ ଦୁହେଁ ବିବାହ କରିନେଇଥିଲେ। ୨୦୧୧ରେ ଉଭୟ କନ୍ୟା ସନ୍ତାନର ପିତାମାତା ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ଗୋପାଳ ବର୍ମାଙ୍କ ପ୍ରେମରେ ପାଗଳ ହୋଇ ଉର୍ମିଳା ବିବାହ କରିଥିଲେ ୧୦ ବର୍ଷ ସାନ ଯୁବକଙ୍କୁ

ମୁମ୍ବାଇ: ବଲିଉଡ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫେବୃୟାରୀ ୪, ୧୯୭୪ରେ ମୁମ୍ବାଇରେ ଜନ୍ମ ନେଇଥିବା ଉର୍ମିଳା...

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର...

ରଣବୀର-ଆଲିଆଙ୍କ ନିର୍ବନ୍ଧ ଡେଟ୍‌ ଫାଇନାଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କୁ ବିବାହ ଆଜି ଅନୁଷ୍ଠିତ ହେଉଥିବାବେଳେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି...

୧୬ ବର୍ଷ ଭିତରେ ଏମିତି ବଦଳି ଯାଇଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ, ବିନା ମେକ୍‌ଅପ୍‌ରେ ଶେୟାର କଲେ ଫଟୋ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀମାନେ ବିନା ମେକ୍‌ଅପ୍‌ର ଫଟୋ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ ପୂର୍ବତନ ବିଶ୍ୱସୁନ୍ଦରୀ ଫ୍ୟାନ୍‌ମାନଙ୍କ ପାଇଁ ଏକ...

ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ

ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ।...

ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକି

ମୁମ୍ବାଇ: ଅଭିନେତା ଭିକି କୌଶଲ ପୁନଶ୍ଚ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ଦ୍ଦେଶକ ଆଦତ୍ୟ ଧରଙ୍କ ପରବର୍ତ୍ତୀ ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।...

ସାମ୍ନାକୁ ଆସିଲା ଫିଲ୍ମ ’ମଇଦାନ’ର ରିଲିଜ ତାରିଖ

ମୁମ୍ବାଇ,୧୨।୧୨-ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ’ମଇଦାନ’ର ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି। ୨୦୨୧ ଅକ୍ଟୋବର ୧୫ ରେ ଏହି ଫିଲ୍ମ ମୁକ୍ତିଲାଭ କରିବ।...

ତୋ ନା ରେ ମୋର ହଁ

ଚଳିତ ବର୍ଷର ନୂଆ ଓଡ଼ିଆ ସିନେମା ତାଲିକାରେ ଆଉ ଏକ ଟାଇଟଲ ସାମିଲ ହୋଇଛି। ତାହା ହେଲା ‘ତୋ ନା ରେ ମୋର ହଁ’। ଜୋକର...

Advertisement
Archives

Model This Week