Posted inଖେଳ

କ୍ରିକେଟ ଜୀବନର ଶ୍ରେଷ୍ଠ ଦିନ ବାଛିଲେ ସଚିନ

ନୂଆଦିଲ୍ଲୀ,୧୬।୫ : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୨୦୧୧ ବିଶ୍ୱକପ୍‌ ବିଜୟୀକୁ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। କାରଣ ବିଶ୍ୱକପ୍‌ ସହ ପୂରା ହୋଇଥିଲା ତାଙ୍କ ଦୀର୍ଘ ଦିନର ସ୍ବପ୍ନ। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ହାତେଇଥିଲା ୨୦୧୧ ଆଇସିସି ବିଶ୍ୱକପ୍‌। ଏହା ଥିଲା ଭାରତର ଦ୍ୱିତୀୟ ବିଶ୍ୱକପ୍‌। ଏହି ଟୁର୍ନାମେଣ୍ଟରେ ସଚିନ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ ଶତକ।

୧୯୮୩ରେ କପିଳ ଦେବ ବିଶ୍ୱକପ୍‌ ଜିତିବା ଦେଖିଥିଲି, ତାହା ମୋ ପାଇଁ ଚମତ୍କାର ଅନୁଭୂତି ଥିଲା। ବାଟରେ ଯାହା ବି ଆସୁ, ବିଶ୍ୱକପ୍‌ ହାତେଇବାର ସ୍ବପ୍ନ ଉପରେ ହିଁ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲି। ଏହା ଥିଲା ମୋ ଜୀବନର ଶ୍ରେଷ୍ଠ ଦିନ। ବହୁତ କମ୍‌ ସଫଳତା ଅଛି, ଯାହାକୁ ପୂରା ଦେଶ ଉତ୍ସବ ଭଳି ପାଳନ କରେ। କେବଳ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିଥିଲା, ତା’ ନୁହେଁ ପୂରା ଦେଶ ଜିତିଥିଲା। ଏହା ଆମେ କରିଛୁ ବୋଲି ଅନଏକାଡେମୀ ସେସନରେ ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଆରେ ଛୁଟି କାଟୁଛନ୍ତି ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ସୁପରହିଟ୍‌। ସାରାଙ୍କ ପ୍ରତ୍ୟେକ ଫଟୋ ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ...

ଟଙ୍କା କେବଳ ଅଳସୁଆ ଝିଅମାନଙ୍କୁ ପ୍ରଭାବିତ କରେ, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆଠାରୁ ପ୍ରାୟ ଦୁଇମାସ ହେବ ବିଦାୟ ନେଇଛନ୍ତି। କିନ୍ତୁ ତାଙ୍କ ପରିବାର ସମେତ ପ୍ରଶଂସକମାନେ ବିଶ୍ୱାସ କରିପାରୁ...

ମ୍ୟାଚ୍‌ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର...

ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ତୃତୀୟ ବିଜୟ

ଗ୍ରସ୍‌ଆଇଲେଟ୍‌, ୧୪ା୭(ଏପି)-କ୍ରିସ୍‌ ଗେଲ୍‌ଙ୍କ ୩୮ବଲ୍‌ରୁ ୬୭ ରନ ସହାୟତାରେ ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ଅଷ୍ଟ୍ରେଲିଆକୁ...

ବୁଲେଟ୍‌ ବେଗରେ ବୋଲିଂ କରୁଛନ୍ତି ଏହି ବୋଲର୍‌: ଆଇପିଏଲ୍‌ରେ ରଚିଲେ ଇତିହାସ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ ଫାଷ୍ଟ ବୋଲର ଅନରିଚ ନର୍ଟଜେ ପୁଣି ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀ ବୋଲର ନର୍ଟଜେ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳିବାକୁ...

ପାକିସ୍ତାନ କ୍ରିକେଟର୍‌ଙ୍କ ସହ ଡିନର୍‌ କଲେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର

ବ୍ରିସବେନ, ୨୫।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ଦଳର କିଛି ଖେଳାଳି ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ସହ ମିଶି ଏକାଠି ଡିନର କରିଛନ୍ତି।...

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ, ୨୧।୧ (ପି.ଟି.)- ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ ହରାଇବା ପରେ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି।...

କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

  ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ...

Advertisement
Archives

Model This Week