ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ

ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଦ୍ୱାରା ରୁଷିଆ ସେନା ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଲମ୍ବା ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମିଶାଇଲର ପ୍ରଦର୍ଶନ କରିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଶ୍ୱେତ ସାଗରର ନଇନ ଫ୍ଲିଟର ଏଡମିରାଲ ଗୋର୍ଶକୋଭ ବାରେଂଟସ୍ ସାଗରରେ ଜିରକନ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ମିଶାଇଲ ୧,୦୦୦ କିଲୋମିଟର ଦୂରରେ ଥିବା ନିଜ ଲକ୍ଷ୍ୟକୁ ଭେଦ କରିଛି । ଏହା ଜିରକନ ସିରିଜ ମିଶାଇଲର ତାଜା ପରୀକ୍ଷଣ । ଏହି ମିଶାଇଲ ଆସନ୍ତା ବର୍ଷ ସେବାରେ ଲାଗିବ ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ, ଜିରକନ ମିଶାଇଲ ଧ୍ୱନିର ଗତିଠାରୁ ୯ ଗୁଣା ଅଧିକ ଓ ଏହାର ଲକ୍ଷ୍ୟଭେଦର କ୍ଷମତା ୧,୦୦୦ କଲୋମିଟର । ପୁଟିନ ଆହୁରି ମଧ୍ୟ କହିଥିଲେ ଏହା ରୁଷିଆ ସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ...

ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ...

ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରି ଭାରତକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୨।୧: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାଇନା ପୁଣିଥରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ହକ୍‌ ଜାହିର...

କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି...

ଟାକ୍ସି ଚଲାଉଥିଲେ ପୁଟିନ୍‌

ମସ୍କୋ, ୧୪ା୧୨: ସୋଭିଏଟ ସଂଘ ଭାଙ୍ଗିବା ପରେ ବ୍ୟାପକ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିଲେ ରୁଷିଆବାସୀ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ରୁଷିଆର ବର୍ତ୍ତମାନ...

ପାକିସ୍ତାନର ମହଙ୍ଗା ମାଡରେ ଅସ୍ତବ୍ୟସ୍ତ କିନ୍ନର ସମାଜ

ଇସ୍‌ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର...

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ...

ରାଷ୍ଟ୍ରପତିଙ୍କ ଝିଅ ଆପଣେଇବେ ହିନ୍ଦୁଧର୍ମ

ଜାକର୍ତ୍ତା,୨୪।୧୦: ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ...

Advertisement
Archives

Model This Week