Posted inଜାତୀୟ

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର ରାସ୍ତାଗୁଡ଼ିକ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଗାଲ ଭଳି ମସୃଣ ହେବା ଉଚିତ ବୋଲି ରାଜେନ୍ଦ୍ର କହୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଅନେକ ୟୁଜର୍ସ ଏହାକୁ ଅନୁପଯୁକ୍ତ କହି ସମାଲୋଚନା କରିଛନ୍ତି। ଏହା ସହ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା ଉପରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛନ୍ତି।
ନିଜ ନିର୍ବାଚନମଣ୍ଡଳୀ ଉଦୟପୁରଓ୍ବାତିରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ଭିଡ଼ ଭିତରୁ କେହି ଜଣେ ରାଜ୍ୟର ରାସ୍ତାଗୁଡ଼ିକର ଦୁରବସ୍ଥାକୁ ନେଇ ଅଭିଯୋଗ ଆଣିଥିଲେ। ଏହାର ଉତ୍ତରରେ ସୈନିକ କଲ୍ୟାଣ, ହୋମ୍‌ଗାଡର୍‌ସ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା ଉପରୋକ୍ତ ମନ୍ତବ୍ୟକୁ ବାରମ୍ବାର ଦୋହରାଇଥିଲେ। ପ୍ରିୟଙ୍କା ରାଜନୀତିରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ଉପରେ ପ୍ରତିଶ୍ରୁତି ଦେଉଥିବାରୁ ତାଙ୍କ ଦଳର ଜଣେ ମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଜବାବ ଦିଅନ୍ତୁ ବୋଲି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ରଦ୍ଦ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।...

ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ...

ଆରମ୍ଭ ହେଲା କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ...

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ,...

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର...

ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ,୧୧ ।୭: ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ପାହାଡ ଧୋଇ ଯିବାରୁ ପ୍ରାୟ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ...

ଧାର୍ମିକ-ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ନିଷ୍ପତ୍ତି ରାଜ୍ୟ ଅନୁସାରେ ହେବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୮।୮ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଦୋହରାଇଛନ୍ତି ଯେ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ରାଜ୍ୟ ଅନୁଯାୟୀ ନିଷ୍ପତ୍ତି...

Advertisement
Archives

Model This Week