Posted inVideo

ଶବଗୃହରେ ସୁଶାନ୍ତଙ୍କୁ ଦେଖି କାହିଁକି ରିୟା କହିଥିଲେ ସରି ବାବୁ ll Rhea said ‘Sorry Babu’ to Sushant at morgue

Featured Video Play Icon

ଆଜିର ଏପିସୋଡରେ ଦେଖିବା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ଖୁବଶୀଘ୍ର ସାମ୍ନାକୁ ଆସିବ ମୃତ୍ୟୁ ପଛର ରହସ୍ୟ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କେଉଁ ଚାଞ୍ଚଲ୍ୟକର ବୟାନ ଦେଲେ ତାଙ୍କ ପଡୋଶୀ । ଶବଗୃହରେ ସୁଶାନ୍ତଙ୍କୁ ଦେଖି କାହିଁକି ରିୟା କହିଥିଲେ ସରି ବାବୁ । ସାମ୍ନାକୁ ଆସିଲା ରିୟା ଓ ମହେଶ ଭଟ୍ଟଙ୍କ ହ୍ବାଟ୍ସଆପ୍ ମେସେଜ୍ । କଣ ସତରେ ସାରା ଓ କାର୍ତ୍ତିକଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?