ତୁମ ବିନା ଜୀବନ ନାହିଁ; ଅପେକ୍ଷା କରିଛି ଫେରିଆସ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଭାବପ୍ରବଣ ନୋଟ ଲେଖି ତାଙ୍କୁ ସ୍ମରଣ କରିଛନ୍ତି। ଏହି ପୋଷ୍ଟରେ ରିୟା ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଗୋଟିଏ ମୁହୂର୍ତ୍ତ ମଧ୍ୟ ଅନୁଭବ କରି ନାହିଁ ଯେ ତୁମେ ଆଉ ନାହଁ, ଲୋକମାନେ କୁହନ୍ତି ସମୟ ସବୁକିଛି ଠିକ କରେ, ମୋ ପାଇଁ ତୁମେ ମୋର ସମୟ, ସବୁକିଛି ଥିଲ। ମୁଁ ଜାଣେ ତୁମେ ମୋତେ ଉପରୁ ଦେଖୁଛ, ମୋତେ ସୁରକ୍ଷା ଦେଉଛ। ତୁମେ ମୋତେ ନେବାକୁ ଆସିବ, ପ୍ରତିଦିନ ଅପେକ୍ଷା କରୁଛି। ମୁଁ ତୁମକୁ ସବୁଆଡ଼େ ଖୋଜୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ତୁମେ ମୋ ସହିତ ଅଛ। ଯେତେବେଳେ ବି ମୁଁ ଅନୁଭବ କରେ ଯେ ତୁମେ ଏଠାରେ ନାହଁ, ମୋ ଶରୀର ଭାବନାରେ ପରିପୂର୍ଣ୍ଣ ହୋଇଯାଏ। ଏହା ଲେଖିବା ବେବେ ମୋର ହୃଦୟକୁ କଷ୍ଟ ହେଉଛି। ତୁମ ବିନା ଜୀବନ ନାହିଁ, ତୁମେ ଏହାର ଅର୍ଥ ସାଙ୍ଗରେ ନେଇଛ। ଏହି ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ। ତୁମ ବିନା ମୁଁ ଛିଡା ହୋଇଛି। ମୋର ପ୍ରିୟ ସନ୍‌ସାଇନ୍‌ ବୟ୍‌। ମୁଁ ତୁମକୁ ପ୍ରତିଦିନ ‘ମାଲପୁଆ’ ଦେବି ପ୍ରତିଶ୍ରୁତି ଦେଉଛି। ଦୟାକରି ମୋ ପାଖକୁ ଫେରି ଆସ। ତୁମକୁ ବହୁତ୍‌ ମିସ୍‌ କରୁଛି ମୋର ବନ୍ଧୁ, ମୋର ମଣିଷ, ମୋ ପ୍ରେମ।
ଗତ ବର୍ଷ ଆଜିର ଦିନରେ ଅର୍ଥାତ୍‌ ଜୁନ ୧୪, ୨୦୨୦ରେ ସୁଶାନ୍ତଙ୍କର ଦେହାନ୍ତ ହୋଇଥିଲା। ନିଜ ମୁମ୍ବାଇ ଫ୍ଲାଟରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା।...

ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା...

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ...

ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!

ଭାରତୀୟ କ୍ରିକେଟର୍‌ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ...

ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି। ଏମାନଙ୍କ ସହ କରୀନାଙ୍କ...

କରୋନା ପଜିଟିଭ୍‌ ସତ୍ତ୍ୱେ ବାହାରେ ବୁଲିଲେ ଏହି ଅଭିନେତ୍ରୀ: ମାମଲା ରୁଜୁକଲା ବିଏମ୍‌ସି

ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ଉପରେ କରୋନା ଗାଇଡ୍‌ଲାଇନ୍‌ ଭାଙ୍ଗିବାର ଅଭିଯୋଗ ଲାଗିଛି। ଖବର ଅନୁଯାୟୀ, ଗତ ମାର୍ଚ୍ଚ ୧୧ରେ ଗୌହରଙ୍କ କରୋନା ରିପୋର୍ଟ ପଜିଟିଭ୍‌...

କେଜିଏଫ୍‌ ଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଅଭିନୟ କରୁକରୁ ପ୍ରେମରେ ନାୟିକାଙ୍କ ପ୍ରେମରେ; ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା।...

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ...

Advertisement
Archives

Model This Week