ମହିଳାଙ୍କ ପାଇଁ ସୁପରଫୁଡ

ମହିଳାଙ୍କ ଶରୀରରେ ବିଭିନ୍ନ
ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ କିଛି ଖାଦ୍ୟ ସୁପରଫୁଡ୍ ଭଳି ହୋଇଥାଏ
ସେସବୁକୁ ଡାଏଟରେ
ନିଶ୍ଚୟ ସାମିଲ କରନ୍ତୁ…
ଲୋ ଫ୍ୟାଟ ଦହି- ନୁ୍ୟଟ୍ରିସିଅାନଙ୍କ ମତରେ ଦହି ପେଟର ଅନେକଗୁଡ଼ିଏ ସମସ୍ୟାର ସମାଧାନ କରିଥାଏ ଏହା ସହିତ ଲୋ ଫ୍ୟାଟ ଦହି ଖାଇବା ଫଳରେ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ ଦହିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ଥିବାରୁ ଏହା ହାଡ ମଜଭୁତ କରିଥାଏ ତେଣୁ ମହିଳାମାନେ ପ୍ରତିଦିନ ଦହି ଖାଅାନ୍ତୁ
ମାଛ- ମହିଳାମାନେ ସେଲମନ୍, ସାର୍ଡିନ ଏବଂ ମକରଲୀ ଟାଇପ୍ ମାଛ ନିହାତି ଖାଅାନ୍ତୁ କାରଣ ଏହି ପ୍ରକାରର ମାଛରେ ଓମେଗା-୩, ଫ୍ୟାଟି ଏସିଡ୍ ପ୍ରଚୁର ରହିଥାଏ ତେଣୁ ଏହା ହୃଦୟ ସମ୍ବନ୍ଧୀୟ ରୋଗ, ଷ୍ଟ୍ରୋକ, ହାଇପରଟେନସନ୍, ଡିପ୍ରେସନ୍, ଜଏଣ୍ଟ ପେନ୍ ଭଳି ବିଭିନ୍ନ ରୋଗର ନିରାକରଣ କରିଥାଏ ତେଣୁ ସପ୍ତାହକୁ ଥରେ ଦୁଇଥର ଏହି ମାଛ ଖାଅାନ୍ତୁ
ବିନ୍ସ- ଏହି ପରିବାରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ବ୍ରେଷ୍ଟ କ୍ୟାନ୍ସରର ସମ୍ଭାବନାକୁ ଏହା କମ୍ କରିଥାଏ ବିଶେଷଜ୍ଞଙ୍କ ମତରେ ଏହା ହରମୋନକୁ ସ୍ଥିର ରଖିଥାଏ ତେଣୁ ମହିଳାମାନେ ଏହାକୁ ନିଶ୍ଚୟ ଖାଅାନ୍ତୁ
ଲୋ ଫ୍ୟାଟ କ୍ଷୀର ଏବଂ ଅରେଞ୍ଜ ଜୁସ୍- ଏଥିରେ ଭିଟାମିନ୍-ଡି ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି ତେଣୁ ମହିଳାମାନେ ଏହାକୁ ଖାଇବା ଫଳରେ ଡାଏବେଟିସ୍, ମଲ୍ଟିପଲ ସ୍କେଲେରୋସିସ୍ ଏବଂ ବ୍ରେଷ୍ଟ ଓ ଓଭାରି ଟୁ୍ୟମର ସମ୍ଭାବନାକୁ କମ୍ କରିଥାଏ
ଟମାଟୋ- ଟମାଟୋରେ ପ୍ରଚୁର ପରିମାଣରେ ଲାଇକୋପିନ୍ ରହିଛି ଏହା ବ୍ରେଷ୍ଟ କ୍ୟାନ୍ସର ସମ୍ଭାବନାକୁ କମ୍ କରିବା ସହିତ ଅାଣ୍ଟିଅକ୍ସିଡାଣ୍ଟ ମହିଳାଙ୍କ ହୃଦୟ ସମସ୍ୟା କମ୍ କରିଥାଏ ଏଥିରେ ମଧ୍ୟ ଅାଣ୍ଟି ଏଜିଂ ଗୁଣ ରହିଛି
ବେରିଜ୍- ଷ୍ଟ୍ରବେରୀ, ବ୍ଲୁବେରୀ, କ୍ରାନବେରୀ ଅାଦି ବିଭିନ୍ନ ପ୍ରକାରର ଫଳରେ ଅାଣ୍ଟି କ୍ୟାନ୍ସର ତତ୍ତ୍ୱ ରହିଛି ଭିଟାମିନ୍ ସି ଏବଂ ଫଲିକ୍ ଏସିଡ୍ ପ୍ରଚୁର ପରିମାଣରେ ରହିଛି ତେଣୁ ଏହାକୁ ମହିଳାମାନେ ନିଶ୍ଚୟ ଖାଅାନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri