ଆଞ୍ଚଳିକ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ତ୍ରିଦିବସୀୟ ଆଞ୍ଚଳିକ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ। ଏଥିରେ ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିଅନ ଓ ରାୟଗଡ଼ ଏମ୍‌ଏମ ଉଚ୍ଚ ବିଦ୍ୟାଳୟ ରନରର୍ସଅପ୍‌ ହୋଇଥିଲେ।

ଦ୍ୱିତୀୟ ଦିବସରେ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଜିଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜେ.ଡି କଲେଜ ଅଧ୍ୟକ୍ଷ ଗଦାଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ଗିରିରାଜ ଗହୀର ମଞ୍ଚ ପରିଚାଳନା ଓ ଖେଳ ଶିକ୍ଷକ ଲଳିତ ଗୌଡ଼, ଲଳିତ ସାହୁ, ରାଜକିଶୋର ରଣା, ଦେବେନ୍ଦ୍ର ଭୋଇ, ଭେରିକାନ୍ତ ପଧାନ, ପ୍ରଶାନ୍ତ ସାହୁ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ନୀଳାମ୍ବର ପାତ୍ର, ଦୁଷ୍ମନ୍ତ ମିର୍ଦ୍ଧା, ଗୁଲସନ ନାଗ, ସୋମନାଥ ନାଗ, ଫାଲଗୁନୀ ସାହୁ, ପ୍ରିୟଙ୍କା ମୁହାକୁଡ଼, ଜ୍ୟୋସ୍ନାମୟୀ ସାହୁ, ଲକ୍ଷ୍ମୀ ବାଗ, ଦୀପ୍ତି ଭୋଇ, ଗ୍ରନ୍ଥପାଳ ଚିନ୍ମୟ ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗଦୀଗ ଭୋଇ, ନାରାୟଣ ଗହୀର, ଯୋଗୀନ୍ଦ୍ର ବେହେରା ପାଣ୍ଡବ ହରିଜନ, କଳ୍ପନା ରଣା ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ପ୍ରତି ଅପମାନ ଦେଖି ତୁରନ୍ତ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଗଲେ ମହମ୍ମଦ ସିରାଜ; ୫ମ ଦିନିକିଆ ମ୍ୟାଚର ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଏହି ମ୍ୟାଚରେ ସେ ଦୁଇଟି ୱିକେଟ ନେଇ ଦଳର ବିଜୟରେ…

ନ୍ୟୁଜିଲ୍ୟାଣ୍ଡରେ ଶେଷଥର ପାଇଁ ନ ଚାହୁଁଥିବା ରେକର୍ଡ କଲେ ରୋହିତ ଶର୍ମା ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୧ରେ ଜିତି ନେଇଛି। ସମ୍ଭବତଃ ଏହା ଥିଲା ଶେଷ ଥର ପାଇଁ, ଯେତେବେଳେ ରୋହିତ ଶର୍ମା ଏବଂ…

ICCର ବଡ଼ ଘୋଷଣା; ଭାରତରେ ଏହି ଦିନଠୁ ଖେଳିଯିବ ବିଶ୍ବକପ୍

ନୂଆଦିଲ୍ଲୀ,୧୫ା୧୧: କ୍ରିକେଟ୍‌ପ୍ରେମୀଙ୍କ ପାଇଁ ବଡ଼ ଖବର । ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌ ଓ ଦିନିକିଆ ବିଶ୍ୱକପ୍‌କୁ ନେଇ ଉତ୍ସାହ ମଧ୍ୟରେ ଆଗାମୀ ୧୨ଟି ପୁରୁଷ…

ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଘରକୁ ଫେରିବା ବେଳେ ଚାଲିଗଲା ଜୀବନ

କୋକସରା,୧୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ମୁଷାପାଲି…

୨୫ ବର୍ଷର ଯାତ୍ରାକୁ ନେଇ ଭବ୍ୟ ଉତ୍ସବ, ଉଦ୍‌ଯାପନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ରିଷିଡା,୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଶିକ୍ଷା, ସଂସ୍କୃତି, ପରମ୍ପରା…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ, କହିଲେ ମ୍ୟାଚ ଜିତାଇଦେଲେ…

ନୂଆଦିଲ୍ଲୀ,୧୫ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟରେ ବ୍ୟାଟରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଅବଦାନ ଅଧିକ ରହିଛି । ବେ ଓଭାଲ୍‌ରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ…

ନ୍ୟୁଜିଲାଣ୍ଡ ମାଟିରେ ରୋହିତ-ବିରାଟଙ୍କ ଶେଷ ଦିନିକିଆ! ଭାବବିହ୍ୱଳ ହୋଇ ଫ୍ୟାନ୍ସଙ୍କୁ କହିଲେ…

ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ମାଟିରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଦୁଇ ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଓ ବିରାଟ କୋହଲି…

ସିନୁ-ତ୍ରିଶଙ୍କଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି, ନବୀନଙ୍କୁ କୃତଜ୍ଞତା ଜଣାଇ…

ରିଷିଡ଼ା,୧୫ା୧୧(ସୁଶାନ୍ତ ମଲ୍ଲିକ): ଜିଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ସମିତି ସଭ୍ୟ ତଥା ଯୁବନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?