Posted inଫୁରସତ

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ ଅଧିକ ଉଜ୍ୱଳ ମଧ୍ୟ ଦେଖାଯିବ। ମହାକାଶ ବିଜ୍ଞାନୀ ଏହାକୁ ଷ୍ଟ୍ରବେରୀ ମୁନ୍‌ କହିଥାନ୍ତି। ଜୁନ୍‌ ମାସରେ ଷ୍ଟ୍ରବେରୀ ବହୁଳ ଭାବେ ଫଳୁଥିବାରୁ ଚନ୍ଦ୍ରମାର ଏଭଳି ନାମ କରଣ କରାଯାଇଛି। ଏହା ଉଦୟ ସମୟରେ ଏହା କମଳା ରଙ୍ଗରେ ଦୃଶ୍ୟମାନ ହେବ। ପରବର୍ତ୍ତୀ ସମୟରେ ଏହାର ରଙ୍ଗ ହଳଦିଆ ହୋଇଯିବ। ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମହାକାଶ ବିଜ୍ଞାନୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ଭାରତରେ ଷ୍ଟ୍ରବେରୀ ଚନ୍ଦ୍ରମା ଦୃଶ୍ୟମାନ ହେବ ନାହିଁ। ସ୍ବାଭାବିକ ଆକାରଠାରୁ ବଡ଼ ଦେଖାଯାଉଥିବା ଚନ୍ଦ୍ରମାକୁ ମହାକାଶ ବିଜ୍ଞାନୀମାନେ ବ୍ଲୁମିଂ ମୁନ୍‌, ବାର୍ଥ ମୁନ୍‌, ହନି ମୁନ୍‌, ମିଡ୍‌ ମୁନ୍‌, ହଟ୍‌ ମୁନ୍‌ ଆଦି ନାମକରଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥପତି ରଘୁନାଥ

ପିଲାଟି ଦିନରୁ ସେ ତାଙ୍କ ବାପା, ଅଜାଙ୍କଠାରୁ ଶିଖିଥିଲେ କାଠ, ପଥର ଖୋଦେଇ କାମ । ତାଙ୍କ ନିହଣ-ମୁଗୁର ସ୍ପର୍ଶରେ ନିର୍ଜୀବ ପଥର ଲାଗୁଥିଲା ଜୀବନ୍ତ।...

ସାତ ଫେରା ନେବାବେଳେ ବର-ବଧୂ ଟିଭିରେ ଦେଖିୁଥିଲେ ଏହି ମ୍ୟାଚ୍‌

ଭାରତରେ କ୍ରିକେଟ କ୍ରେଜ ବହୁତ ଅଧିକ। ଯଦି ଟିଭିରେ ମ୍ୟାଚ ଚାଲିଥାଏ, ତେବେ ଲୋକମାନେ ସବୁକିଛି ଛାଡି ଦେଖିବା ପାଇଁ ଛିଡା ହୁଅନ୍ତି । ଯଦି...

ସାପ -ନେଉଳ ଘମାଘୋଟ ଲଢ଼େଇ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା

ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି...

ଜଙ୍ଗଲରେ ମିଳିଲା ମୋବାଇଲ୍‌ ସିଗନାଲ୍‌: ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କଲେ ଛାତ୍ରୀଛାତ୍ର

ଡେରାଡୁନ୍‌, ୨୪।୬: କରୋନା ସଂକ୍ରମଣ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ତେବେ...

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର...

ଐତିହାସିକ ପର୍ଯ୍ୟଟନସ୍ଥଳୀ: ଆଭାନେରୀ

ଆଭାନେରୀ ରାଜସ୍ଥାନର ଏକ ଛୋଟ ଗାଁ ହୋଇଥିଲେ ହେଁ, ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍‌ ନାଁ କରିପାରିଛି।...

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା...

Advertisement
Archives

Model This Week