ଏବେ ଏମିତି ଜୀବନ ବିତାଉଛନ୍ତି ରାନୁ ମଣ୍ଡଳ

କୋଲକାତା: ବର୍ତ୍ତମାନ କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏଥିରେ ଅନେକ କଳାକାର ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାନୁ ମଣ୍ଡଳ। ଏକଦା ଷ୍ଟେଶନରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ପଶ୍ଚିମବଙ୍ଗ ରାଣାଘାଟର ରାନୁ ମଣ୍ଡଳଙ୍କ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି।

ସେ ବର୍ତ୍ତମାନ ନିଜ ଘରେ ପୂର୍ବପରି ଜୀବନ ବିତାଉଛନ୍ତି। ରୋଷେଇ କରିବାଠାରୁ ଆରମ୍ଭ କରି ବାଡ଼ିବଗିଚା କାମ କରି ଜୀବନ ଅତିବାହିତ କରୁଛନ୍ତି। ସେଇ ଭଙ୍ଗା କୁଡ଼ିଆ, ସେଇ ପୂର୍ବ ଚଳଣିକୁ ନେଇ ରାନୁ ସମୟ ବିତାଉଛନ୍ତି।
ରାନୁ ଏକ ସାକ୍ଷାତକାରରେ କହିଛନ୍ତି, ଭଗବାନଙ୍କ ଇଚ୍ଛା ଯାହା ତାହା ହିଁ ହେଉଛି। ଏହି ଅସୁବିଧା ସମସ୍ତଙ୍କ ପାଇଁ ଆସିଛି। ସେଇଟାକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅସୁବିଧା ସବୁଦିନ ରହିବନି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ମହାମାରୀ ସମଗ୍ର ବିଶ୍ୱ ତଥା ଦେଶରୁ ଖୁବ୍‌ ଶୀଘ୍ର ଦୂରେଇ ଯାଉ। ଆଉ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ର ପ୍ରଥମ ଲୁକ୍‌ ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ରେ ନାୟିକାଙ୍କର ପ୍ରଥମ ଲୁକ୍‌। ଅଭିନେତା କାର୍ତ୍ତିକ ଆର୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା...

ରିଲିଜ ହେବ ‘କ୍ରେଜି-୪ : ଆମେ ଓଡିଆ ଟୋକା’: ଆଶାରେ ଅଭିଷେକ

ଅଭିଷେକ ରଥ ଏବେ ଠାରୁ ଦିନ ଗଣିବା ଆରମ୍ଭ କଲେଣି। କାରଣ ତାଙ୍କ ଅଭିନୀତ ‘କ୍ରେଜି-୪ : ଆମେ ଓଡିଆ ଟୋକା’ ଖୁବ୍‌ ଶୀଘ୍ର ରିଲିଜ...

‘ପୂଜା ମେରୀ ଜାନ୍‌’ରେ ହୁମା

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ପୁଣି ଫେରିଛନ୍ତି ବଡ଼ ପରଦାକୁ। ଫିଲ୍ମ ‘ପୂଜା ମେରୀ ଜାନ୍‌’ ଜରିଆରେ ସେ କମ୍‌ବ୍ୟାକ୍‌...

ପରୋକ୍ଷରେ ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ତସଲିମା, ସରୋଗେସୀକୁ କହିଲେ ‘ରେଡିମେଡ୍‌ ଛୁଆ’

ବମ୍ବେ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଲୋକପ୍ରିୟ ଲେଖିକା ତସଲିମା ନସରିନ୍‌। ନିକଟରେ ପିସି ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ପିସିଙ୍କ ଏକ...

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ...

‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ...

୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ...

ଲକ୍‌ଡାଉନରେ ଅଙ୍କିତାଙ୍କର ହେଲା ନିର୍ବନ୍ଧ !

ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଟେଲିଭିଜନର ଫେମଶ ଆକ୍ଟ୍ରେସ୍‌ ଅଙ୍କିତା ଲୋଖଣ୍ଡେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଆସିଥିବା ଟାଇଗର ଶ୍ରଫ,...

Advertisement
Archives

Model This Week