Posted inଫୁରସତ

ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷାଋତୁରେ ସ୍ମାର୍ଟଫୋନ୍‌ ବ୍ୟାଟେରି ଶୀଘ୍ର ଶୁଖିଯାଏ। ଲୋକମାନେ ଭାବନ୍ତି ଯେ, ସେମାନଙ୍କର ବ୍ୟାଟେରି ଖରାପ ହୋଇଯାଇଛି କିମ୍ବା ସେମାନଙ୍କର ଫୋନ୍‌ ଖରାପ ଅଛି। ତେବେ ଜାଣନ୍ତୁ ଏହାର ପ୍ରକୃତ କାରଣ…

इसके अलावा अक्सर देखा गया है कि बारिश के मौसम में लोगों के फोन में नेटवर्क की समस्या देखने को मिलती है. ऐसी स्थिति में फोन लगातार नेटवर्क खोजता रहता है जिससे फोन की बैटरी पर एक्सट्रा दवाब पड़ता है. इस पूरे प्रोसेस में फोन का प्रोसेसर और बैटरी दोनों एनर्जी खपत करते हैं जिससे बैटरी कम चलती है.

ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବହୁତ ବୃଦ୍ଧି ପାଏ। ଏହି ବର୍ଦ୍ଧିତ ଆର୍ଦ୍ରତା ଇଲେକ୍ଟ୍ରୋନିକ ଡିଭାଇସଗୁଡ଼ିକର ସର୍କିଟ ଏବଂ ବ୍ୟାଟେରି କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ନିୟମିତ ପରିବର୍ତ୍ତନଶୀଳ ତାପମାତ୍ରା ଲିଥିୟମ-ଆୟନ ବ୍ୟାଟେରିର କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଭାବିତ କରେ। ଏପରି ପରିସ୍ଥିତିରେ, ଶୁଖିଲା ପାଗରେ ବ୍ୟାଟେରିଗୁଡ଼ିକ ଯେତିକି ନଷ୍ଟ ହୋଇ ନ ଥାଏ ବର୍ଷାଦିନେ ଅଧିକ ନଷ୍ଟ ହୋଇଥାଏ।

Tech Tips: बारिश के मौसम में हवा में नमी काफी बढ़ जाती है. अब ज्यादा नमी इलेक्ट्रॉनिक डिवाइस के अंदर मौजूद सर्किट और बैटरी के परफॉर्मेंस को प्रभावित कर सकती हैं.

ଏହା ବ୍ୟତୀତ ବର୍ଷାଋତୁରେ ଫାନ୍‌ରେ ନେଟ୍‌ଓ୍ବର୍କ୍‌ ସମସ୍ୟା ଦେଖାଦେଇଥାଏ। ଏପରି ପରିସ୍ଥିତିରେ ଲୋକେ ଲଗାତର ନେଟ୍‌ଓ୍ବର୍କ ଖୋଜିଥାନ୍ତି। ଏହାଦ୍ୱାରା ବ୍ୟାଟେରି ଉପରେ ଅଧିକ ପ୍ରଭାବ ପଡ଼େ। ପୂରା ପ୍ରୋସେସରେ ଫୋନ୍‌ର ପ୍ରୋସେସର ଏବଂ ବ୍ୟାଟେରି ଉଭୟ ଶକ୍ତି ବ୍ୟବହାର ହୁଏ। ଯାହା ଫଳରେ ବ୍ୟାଟେରି ଶୀଘ୍ର ଶେଷ ହୋଇଯାଏ।

वहीं, मानसून में अक्सर रोशनी कम होती है. ऐसे में कई यूजर्स स्क्रीन की ब्राइटनेस बढ़ा देते हैं ताकि डिस्प्ले साफ दिखाई दे. बता दें कि हाई ब्राइटनेस सबसे ज्यादा फोन की बैटरी खत्म करने का काम करती है. इसके अलावा मौसम, लोकेशन, क्लाउड सिंक और अन्य बैकग्राउंड ऐप्स लगातार चलते रहते हैं जिससे बैटरी पर एक्सट्रा दबाव पड़ता है.

ଏହା ବ୍ୟତୀତ ବର୍ଷାଦିନେ ଫୋନ୍‌ର ଆଲୋକ କମ୍‌ ହୋଇଥାଏ। କିଛି ୟୁଜର ବ୍ରାଇଟ୍‌ନେସ୍‌ ବଢ଼ାଇଥାନ୍ତି। ଯାହା ଫଳରେ ବ୍ୟାଟେରି ଶ୍ରୀଘ ସରିଯାଏ। ଏସବୁ ପରେ ପାଗ, ଲୋକେସନ ଏବଂ ବ୍ୟାକ୍‌ଗ୍ରାଉଣ୍ଡ ଆପ୍ସ ଲଗାତର ଚାଲିଥାଏ ଯାହା ଦ୍ୱାରା ଚାର୍ଜ ଶୀଘ୍ର ଶେଷ ହୋଇଯାଏ।

बरसात के मौसम में भी आप अपनी बैटरी को लंबे समय तक इस्तेमाल कर सकते हैं. इसके लिए स्क्रीन ब्राइटनेस को ऑटो मोड पर रखें. जरूरत न होने पर ब्लूटूथ, GPS और 5G जैसी सर्विसेज को बंद रखें. इसके अलावा बैकग्राउंड में चल रहे बेकार के ऐप्स को बंद करें. कमजोर नेटवर्क वाले क्षेत्रों में जरूरत पड़ने पर एयरप्लेन मोड का इस्तेमाल करें.

ବ୍ୟାଟେରିକୁ ଦୀର୍ଘ ସମୟ ଚାର୍ଜ ରଖିବାକୁ ଚାହୁଁଥିଲେ ସ୍କ୍ରିନ୍‌ ବ୍ରାଇଟ୍‌ନେସ୍‌କୁ ଅଟୋ ମୋଡ୍‌ରେ ରଖନ୍ତୁ। ଜରୁରୀ ନ ଥିଲେ ବ୍ଲୁଟୁଥ୍‌, ଜିପିଏସ୍‌ ଏବଂ ୫-ଜି ପରି ସର୍ଭିସକୁ ବନ୍ଦ ରଖନ୍ତୁ। ଏହା ବ୍ୟତୀତ ବ୍ୟାକ୍‌ଗ୍ରାଉଣ୍ଡରେ ଅଦରକାରୀ ଆପ୍ସକୁ ବନ୍ଦ କରନ୍ତୁ। କମ୍‌ ନେଟ୍‌ଓ୍ବର୍କ ଆସୁଥିବା ସ୍ଥାନରେ ଫୋନ୍‌କୁ ଏରୋପ୍ଲେନ୍‌ ମୋଡ୍‌ କରନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri