ବର୍ଷାଦିନିଆ ପୋଷାକ

ବର୍ଷାଦିନେ ପାଣିପାଗକୁ ଲକ୍ଷ୍ୟ କରି ପୋଷାକ
ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବା ସହିତ ପରିବେଶକୁ ଉପଭୋଗ କରିହେବ। ତେଣୁ ଏହି ଋତୁରେ କିଭଳି ପୋଷାକ ଚୟନ କରିବେ ଜାଣି ରଖନ୍ତୁ..

ପୋଷାକ: ବର୍ଷାଦିନ ପାଇଁ ଏଭଳି ପୋଷାକ ଚୟନ କରନ୍ତୁ ଯେପରି ବର୍ଷା ପାଣି ପଡିବା ମାତ୍ରେ ତାହା ସଙ୍ଗେ ସଙ୍ଗେ ଓଦା ହୋଇ ଯାଉ ନ ଥିବ। ଏହା ସହିତ ଓଦା ହେଲେ ଶୀଘ୍ର ଶୁଖି ପାରୁଥିବ। ପ୍ଲାଜୋ, ଟ୍ରାଉଜର କିମ୍ବା ମ୍ୟାକ୍ସି ଡ୍ରେସ ଭଳି ପୋଷାକ ପିନ୍ଧନ୍ତୁ ନାହିଁ। ଆଙ୍କେଲ ଲେନ୍‌ଥ କିମ୍ବା ସର୍ଟସ ଅବା ସ୍କର୍ଟ ଆଦି ପିନ୍ଧନ୍ତୁ।
ରଙ୍ଗ: ବର୍ଷାଦିନେ ରାସ୍ତାଘାଟରେ ପାଣି କାଦୁଅର ସମସ୍ୟା ରହିଥାଏ। ତେଣୁ ଏହି ଋତୁରେ ଧଳା ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। କାରଣ ଦାଗ ଲାଗିବାର ସମ୍ଭାବନା ବହୁତ ରହିଥାଏ। ଏହି ଋତୁରେ ରଙ୍ଗିନ ପୋଷାକ ପିନ୍ଧନ୍ତୁ। ରଙ୍ଗିନ ପୋଷାକ ଋତୁ ଅନୁସାରେ ଭଲ ମ୍ୟାଚିଂ କରିବା ସହିତ ଦାଗ ଲାଗିବାର ଭୟ ମଧ୍ୟ ରହି ନ ଥାଏ।
ଫାବ୍ରିକ: ବର୍ଷାଦିନେ ଏଭଳି ଫାବ୍ରିକର କପଡା ପିନ୍ଧନ୍ତୁ, ଯାହା ଆରାମଦାୟକ ହେବା ସହିତ ଶୀଘ୍ର ଶୁଖି ପାରୁଥିବ। ତେଣୁ ଡେନିମ୍‌ କିମ୍ବା ସିଲ୍କ ଭଳି ଫାବ୍ରିକର ଡ୍ରେସ ବ୍ୟବହାର କରନ୍ତୁ ନାହିଁ। ଏହି ଋତୁରେ କର୍ଟନ ଫାବ୍ରିକ ବହୁତ ଭଲ ଏବଂ ଏହା ତ୍ୱଚା ପାଇଁ ମଧ୍ୟ ଭଲ।
ଜୋତା :ଏହି ଋତୁରେ ଲେଦର ଓ ଭେଲଭେଟ୍‌ ମ୍ୟାଟେରିଆଲର ଜୋତା ବ୍ୟବହାର କରନ୍ତୁ ନାହିଁ। ବର୍ଷାଦିନ ପାଇଁ ଫ୍ଲିପ୍‌ଫ୍ଲପ୍‌ ଜୋତା ପିନ୍ଧିନ୍ତୁ ଷ୍ଟାଇଲିସ୍‌ ଦେଖାଯିବା ସହିତ ପାଣି ଲାଗିଲେ ଜୋତା ବି ଖରାପ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri