Posted inଜାତୀୟ

ଖୋଲିଲା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୪ ।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ପୁଣିଥରେ ଆକ୍ଟିଭ ହୋଇଯାଇଛି । ପାଖାପାଖି ଏକ ସପ୍ତାହ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ଅନଲକ୍ କରାଯାଇଛି । ରାହୁଲଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ଟୁଇଟର ଆକାଉଣ୍ଟକୁ ବି ଖୋଲି ଦିଆଯାଇଛି । ରାହୁଲଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପରେ ସେ ଭିଡିଓ ଜାରି କରି ମାଇକ୍ରୋ ବ୍ଲଗିଙ୍ଗ କମ୍ପାନୀ ଉପରେ ଖୁବ୍ ବର୍ଷିଥିଲେ । ହେଲେ ଏବେ ତାଙ୍କର ଓ ଅନ୍ୟ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରି ଦିଆଯାଇଛି । ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଭିଡିଓ ଷ୍ଟେଟମେଣ୍ଟ ଜାରି କରି କହିଥିଲେ ଗୋଟିଏ କମ୍ପାନୀ ଭାବେ ଦେଶର ରାଜନୀତି ସ୍ଥିର କରିବା କାମ ଟୁଇଟର କରୁଛି ଏହା ଦେଶର ଲୋକତନ୍ତ୍ର ଉପରେ ପ୍ରହାର ଭଳି । ସେ କହିଥିଲେ ମୋର ଆକାଉଣ୍ଟ ବନ୍ଦ କରିବାର ଅର୍ଥ ଆମର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା । ଜଣେ ରାଜନେତା ଭାବେ ମୁଁ ଏହାକୁ ପସନ୍ଦ କରେ ନାହିଁ ଏହାର ପରିଣାମ ଭୋଗିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ

ନୂଆଦିଲ୍ଲୀ,୮।୨: ଇଣ୍ଡିଗୋର ଜେଡ୍ଡା-ଦିଲ୍ଲୀ ବିମାନ ମଙ୍ଗଳବାର ଯୋଧପୁରରେ ଜରୁରୀକାଳୀନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ହେତୁ ଜରୁରୀକାଳୀନ ଅବତରଣ କରିଥିଲା। ଏହାପରେ ଯୋଧପୁରର ଗୋୟଲ...

ବର୍ଷକୁ ୨.୫ ଇଞ୍ଚ ଦବୁଛି ଜୋଷୀମଠ

ନୂଆଦିଲ୍ଲୀ,୧୧ା୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳର ଭୂମି ପ୍ରତି ବର୍ଷ ୬.୫ ସେଣ୍ଟିମିଟର ବା ୨.୫ ଇଞ୍ଚ ଦବୁଥିବା ବିଶେଷଜ୍ଞମାନେ କହିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ଚଢ଼ାଉ ସମୟରେ ଖଣିଜ ଅଧିକାରୀଙ୍କ ଘରୁ ମିଳିଲା ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪ା୯: ମଧ୍ୟପ୍ରଦେଶର ଇନ୍ଦୋର ଜିଲା ଖଣିଜ ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘର ଭିତରେ ଅଧିକାରୀମାନେ...

ଦେଶ ଛାଡ଼ି ପଳାଉଥିବାବେଳେ ଦାଉଦ୍‌ଙ୍କ ପୁତୁରା ଗିରଫ

ମୁମ୍ବାଇ,୧୮।୭: ଦେଶ ଛାଡ଼ି ପାଉଥିବାବେଳେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୁତୁରା ରିଜ୍‌ଓ୍ବାନ କାସକରଙ୍କୁ ଗିରଫ କରାଯାଇଛି। ରିଜ୍‌ଓ୍ବାନ ଦାଉଦ୍‌ଙ୍କ ସାନଭାଇ ଇକବାଲ୍‌ କାସକରଙ୍କ ପୁଅ।...

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି:ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରାବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅକ୍ଟୋବର ୨୧ ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ...

ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା...

କର୍ନାଟକ ଭାଜପାରେ ଫାଟ!

ବେଙ୍ଗାଲୁରୁ,୨୫।୧୨: କର୍ନାଟକ ଭାଜପାରେ ଫାଟ ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜି. ଜନାର୍ଦ୍ଦନ ରେଡ୍ଡୀ ଦଳଠାରୁ ଅଲଗା ହୋଇଯାଇଛନ୍ତି। ରବିବାର ସେ...

ଜ୍ଞାନବାପି ମାମଲାର ମସଜିଦ୍‌ ପକ୍ଷକାର ଆଇନଜୀବୀ ଅଭୟ ନାଥଙ୍କ ପରଲୋକ …

ଲକ୍ଷ୍ନୌ,୧।୮ : ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲାରେ ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ପକ୍ଷକାରଙ୍କ ମୁଖ୍ୟ ଆଇନଜୀବୀ ଅଭୟ ନାଥ ଯାଦବଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।...

Advertisement
Archives

Model This Week