ଦୀପାବଳି

ଡିଏଚ୍‌ଏଚ୍‌ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମିଳିଲାନି ପୋଡ଼ା ଘା’ ମଲମ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ

ସମ୍ବଲପୁର,୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ପୋଡ଼ା ରୋଗୀଙ୍କୁ ଅତ୍ୟାବଶ୍ୟକୀୟ ପୋଡ଼ା ଘା’ ପାଇଁ ଉଦ୍ଦିଷ୍ଟ ସିଲଭର ସଲ୍ଫାଡାଇଜିନ ମଲମ ନ ମିଳିବାରୁ ବହୁ…

ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ପାପୁଲି

ଧର୍ମଗଡ଼,୯ା୧୧(ଘାସିରାମ ଜଗତ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ…

ପ୍ରଦୂଷଣ ବଳୟରେ ଦିଲ୍ଲୀ-ଏନସିଆର, ଆଜି ରାତି ସୁଦ୍ଧା ସ୍ଥିତି ହେବ ଆହୁରି ଖରାପ

ନୂଆଦିଲ୍ଲୀ,୮ା୧୧: ଦୀପାବଳି ରାତି ଅର୍ଥାତ୍‌ ରବିବାର ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି। ଶନିବାର ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜାଳିବା ଘଟଣା ଋତୁର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇସ୍ରୋ ସାଟେଲାଇଟ ତଥ୍ୟ ଅନୁଯାୟୀ, ଏହା ଲଗାତର ୧୦ମ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆମର ସାହସୀ ସୁରକ୍ଷା ବାହିନୀଙ୍କ ସହିତ ଦୀପାବଳି ପାଳନ କରିବାକୁ…

ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ…

ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍‌ ଜଳାଇ, ବାଣଫୁଟାଇ ବେଶ୍‌ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ…

ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୦:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ଦୀପାବଳି ପାଳନର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀ ଅବସରରେ ରାଜ୍ୟର ଭଉଣୀଭାଇମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।…

ଦୀପାବଳିରେ କରନ୍ତୁ ଏହି କାମ, ମା’ ଲକ୍ଷ୍ମୀଙ୍କ କୃପାରୁ ହେବ ଧନ ବର୍ଷା

ଚଳିତବର୍ଷ ସୋମବାର ପାଳନ କରାଯିବ ଦୀପାବଳି। ଏହି ଦିନକୁ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ରାମ ଏହି ଦିନ ୧୪ ବର୍ଷର ବନବାସ ଶେଷ କରି…

ବାଣଫୁଟାକୁ ନେଇ ଆସିଲା ଗାଇଡ୍‌ଲାଇନ୍‌: ରାତି ୯ଟା ପରେ ବାଣ ଫୁଟାଇଲେ…

ଭୁବନେଶ୍ୱର,୧୮ା୧୦: ଦୀପାବଳିରେ ବାଣଫୁଟାକୁ ନେଇ ଆସିଲା ଗାଇଡ୍‌ଲାଇନ୍‌। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ଶଦ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ସମସ୍ତଙ୍କୁ…

ରେଳ କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର: ଦଶହରାରେ ନୁହେଁ ଏହିଦିନ ମିଳିବ ୭୮ ଦିନର ବୋନସ୍‌

ନୂଆଦିଲ୍ଲୀ,୨୪ା୯: କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛି। ବୁଧବାର ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ୍‌ ୧୦.୯୧ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଭାବରେ ୧,୮୬୫.୬୮ କୋଟି…

ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି…

ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ବଜାଇଲେ ମାର୍ଦ୍ଦଳ

ଭୁବନେଶ୍ୱର/କେନ୍ଦୁଝର,୧ା୧୧: ଦୀପାବଳି ଉତ୍ସବରେ ସାମିଲ ହେବାକୁ ମୋହନ ଚରଣ ମାଝୀ ଗୁରୁବାର ନିଜ ଗାଁ କେନ୍ଦୁଝରର ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ପଇଡ଼ ପାଣି ପିଇବା ସହ ମିଠା ମଧ୍ୟ ଖାଇଥିଲେ। ଏହା ସହ ସେ ଗାଁ ମହୋତ୍ସବରେ ସାମିଲ…

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?