Posted inଫୁରସତ

ଖେଳଣାରେ ପ୍ରାକ୍ଟିସ୍‌କରି ମା’ଙ୍କ ଡେଲିଭରି କରାଇଲେ ୩ ପିଲା

ମହିଳାଙ୍କ ପାଇଁ ମାତୃତ୍ୱ ସବୁଠାରୁ ସ୍ବତନ୍ତ୍ର। ଶିଶୁକୁ ଗର୍ଭରେ ରଖିବାର ୯ ମାସ ପରେ ମା’ ତାକୁ ଏହି ଦୁନିଆକୁ ଆଣିଥାଏ। ସାଧାରଣତଃ, ଏହି ସମୟ ହେଉଛି ମହିଳା ଏବଂ ତାଙ୍କ ପରିବାର ପାଇଁ ସବୁଠାରୁ ବ୍ୟକ୍ତିଗତ ମୁହୂର୍ତ୍ତ। କିନ୍ତୁ କାନାଡ଼ାର ଜଣେ ମହିଳା ୟୁଟ୍ୟୁବ୍‌ରେ ଲାଇଭ୍‌ କରି ଡେଲିଭରି କରିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସମୟରେ ତାଙ୍କ ପାଖରେ କେହି ଡାକ୍ତର ନ ଥିଲେ। ମହିଳାଙ୍କର ୩ ପିଲା ଡେଲିଭରିରେ ସାହାଯ୍ୟ କରିଛନ୍ତି। ପିଲାମାନେ ବାପାଙ୍କ ସହ ମିଶି ଶିଶୁଟିକୁ ମାତୃଗର୍ଭରୁ ବାହାର କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଅନେକ ଲୋକେ କହୁଛନ୍ତି, ଏଭଳି ଛୋଟ ପିଲାଙ୍କ ସାମ୍ନାରେ ସନ୍ତାନ ଜନ୍ମ କରିବା କୌଣସି ଭଲ ଚିନ୍ତା ନୁହେଁ।
କାନାଡ଼ାର ଅଣ୍ଟାରିଓରେ ରହୁଥିବା ୩୨ ବର୍ଷୀୟା ଅଲେକ୍ସିସ୍‌ ଓ୍ବାଇଲ୍ଡ ଜୁନ୍‌ ୩୦ରେ ନିଜ ଘରେ ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଥିଲେ। ଅଲେକ୍ସିସ୍‌ ତାଙ୍କର ୩ ସନ୍ତାନ ଓ ସ୍ବାମୀଙ୍କ ସହ ଥିଲେ। ୧୨ ଘଣ୍ଟାର ଗର୍ଭ ଯନ୍ତ୍ରଣା ପରେ ଅଲେକ୍ସିସ ନିଜ ଘରେ ଚତୁର୍ଥ ସନ୍ତାନକୁ ଜନ୍ମ ଦେଲେ। ତେବେ ତାଙ୍କ ସ୍ବାମୀ ଏବଂ ୩ ସନ୍ତାନ ମିଶି ଶିଶୁକୁ ଗର୍ଭରୁ ବାହାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଅଲେକ୍ସିସ୍‌ କୁହନ୍ତି, ତାଙ୍କ ପିଲାମାନେ ଖେଳନା ଉପରେ ଡେଲିଭରି ଅଭ୍ୟାସ କରିଥିଲେ। ଏହା ପରେ ସେମାନେ ତାଙ୍କ ପ୍ରସବ କରିଛନ୍ତି। ପିଲାମାନେ ଶିଶୁ ଜନ୍ମ ପ୍ରକ୍ରିୟାଙ୍କୁ ଦେଖନ୍ତୁ ବୋଲି ସେ ଚାହୁଁଥିବା ଆଲେକ୍ସିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri