୨୨ ବର୍ଷ ଧରି ଲଗାତାର ଜୀବନରେ ମାରି ଦେବାକୁ ଆସୁୁଥିଲା ଫୋନ୍‌ କଲ୍‌…

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ ସିଙ୍ଗର ଉଦିତ୍‌ ନାରାୟଣଙ୍କ ପ୍ରାରମ୍ଭିକ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ୧୯୮୦ ଜୁଲାଇ ୫ରେ ପ୍ରଥମ ଫିଲ୍ମ ‘ଉନିସ ବିଶ’ରେ ସେ ପ୍ଲେ ବ୍ୟାକ ସିଙ୍ଗର ଭାବେ କାମ ଆରମ୍ଭ କରିଥିଲେ। ଫିଲ୍ମର ସଙ୍ଗୀତ ରାଜେଶ ରୋଶନଙ୍କର ଥିଲା। ଏହାକୁ ଅମିତ ଖାନ୍ନା ଲେଖିଥିଲେ। ତେବେ ବଲଉଡ୍‌ରେ କାମ କରିବା ମଧ୍ୟରେ ୧୯୯୮ଠାରୁ ୨୦୧୯ ମଧ୍ୟରେ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସୁୁଥିଲା। ଧମକକୁ ନେଇ ସେ ଉଦାସ ହୋଇ ପଡୁଥିଲେ। ଜୀବନଟା ବୋଝ ପରି ଲାଗୁଥିଲା। କେତେକ ଥର ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଫିଲ୍ମ ପାଇଁ ଗୋଟିଏ ଗୀତ ଗାଇଲେ ସେତେବେଳେ ୧୫ ହଜାରରୁ ୨୦ ହଜାର ଟଙ୍କା ମିଳୁଥିଲା। ୨୦୧୧ରେ ଲକ୍ଷ୍ନୌରେ ତାଙ୍କୁ କିଛି ଅଜଣା ଲୋକ ଛୁରୀ ଧରି ମାରିବାକୁ ଆସିଥିଲେ। ତେବେ ପରେ ସେମାନେ ପୋଲିସ ହାତରେ ଧରା ପଡ଼ିଥିଲେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋ’ ବନ୍ଦ କରିବାର କାରଣ କହିଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ଶୋ’ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ...

ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା...

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ

ଭାରତୀୟ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍‌...

ପରପାରିରେ ଅଭିନେତ୍ରୀ ଗୌହରଙ୍କ ପିତା

ବମ୍ବେ: ପ୍ରତି ସନ୍ତାନ ଜୀବନରେ ମାତାପିତାଙ୍କ ସ୍ଥାନ ସ୍ବତନ୍ତ୍ର। ଏଣୁ କେହି ଜଣେ ହାତ ଛାଡ଼ି ଦେଲେ ଶୂନ୍ୟସ୍ଥାନ ସୃଷ୍ଟି ହେବା ନିଶ୍ଚିତ। ସେଭଳି କିଛି...

ରିଲ୍‌ ଲାଇଫ୍‌ରେ ସଫଳ ରିୟଲ ଲାଇଫ୍‌ରେ ବିଫଳ ଭାନୁପ୍ରିୟା…

ମୁମ୍ବାଇ,୧୫।୧: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ...

ରିଲିଜ୍‌ ପୂର୍ବରୁ ବୟକଟ ଦାବି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍‌ ୧୫ରେ ରିଲିଜ୍‌ ହୋଇଯାଇଛି। ଟ୍ରେଲର ରିଲିଜ୍‌ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି...

ଆଖିଓଁ ସେ ଗୋଲି ମାରେ

‘ଲଡ୍‌କି କମାଲ ହୈ ତୋ ଆଖିଓଁ ସେ ଗୋଲି ମାରେ’ ଗୀତ ସେ ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଡ୍ୟାନ୍ସ...

ମୌନିଙ୍କୁ କିସ୍‌ କରିବାକୁ ମନା କଲେ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ହଟ୍‌ ଅଭିନେତ୍ରୀ ମୌନି ରୟ। ଏହି ଅଭନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିଏ ବା ମନା କରିବ। କିନ୍ତୁ ଏକ ଅପକମିଂ...

Advertisement
Archives

Model This Week