Posted inଖେଳ

ଫଶିଲେ ବିରାଟ କୋହଲି, ଗିରଫ ପାଇଁ ହାଇକୋର୍ଟରେ ଆବେଦନ

ଚେନ୍ନାଇ,୨।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଅନଲାଇନ୍‌ ଜୁଆ ଖେଳକୁ ନେଇ ବଡ ବିବାଦରେ ଫଶିଯାଇଛନ୍ତି। ମାଡ୍ରାସ ହାଇକୋର୍ଟରେ ବିରାଟଙ୍କୁ ଗିରଫ ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ତାଙ୍କ ବିରୋଧରେ ଅନଲାଇନ୍‌ ଜୁଆ ଖେଳକୁ ପ୍ରମୋଶନ କରୁଥିବାର ଅଭିଯୋଗ ରହିଛି। ଚେନ୍ନାଇର ଜଣେ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଯୁବକମାନଙ୍କ ପାଇଁ ନିଶା ପାଲଟିଥିବା ଦର୍ଶାଇ ଅନଲାଇନ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। ଏହି ଆବେଦନରେ ଆହୁରି କୁହାଯାଇଛି ଯେ ଅନଲାଇନ ଜୁଆ କମ୍ପାନୀଗୁଡିକୁ ପ୍ରମୋଟ କରୁଥିବା ବିରାଟ କୋହଲି ଏବଂ ତମନ୍ନା ଭାଟିଆଙ୍କ ଭଳି ତାରକାଙ୍କୁ ଗିରଫ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଓକିଲଙ୍କ ଅନୁଯାୟୀ, ଜଣେ ଯୁବକ ଏପରି ଏକ ଆପରେ ଜୁଆ ଖେଳିବାକୁ ଟଙ୍କା ନେଇଥିଲେ, କିନ୍ତୁ ଟଙ୍କା ଦେଇ ନ ପାରି ସେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଛନ୍ତି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍‌ଲାଇନ୍‌ରେ...

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ,...

ସାକିବ୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ

ଢାକା, ୨୭।୧୦ (ପି.ଟି.)- ଧର୍ମଘଟ ଦ୍ୱାରା ବାଂଲାଦେଶ ଖେଳାଳିମାନେ ହୁଏତ ଉପକୃତ ହୋଇପାରନ୍ତି ହେଲେ ଜାତୀୟ ଅଧିନାୟକ ସାକିବ ଅଲ୍‌ ହସନ ଏବେ ଅଡୁଆରେ ପଡ଼ିଛନ୍ତି।...

ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍‌ଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସବ୍‌ଜୁନିୟର...

ଦୋହାରେ ଦୂତୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)- ଦୋହାରେ ବୁଧବାର ଶେଷ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ଏବଂ ଓଡ଼ିଶାର ସମ୍ମାନ ରଖିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ।...

ପ୍ରଥମେ ବୋଲିଂ କରିବ ଭାରତ

ଅକ୍‌ଲାଣ୍ଡ,୨୬।୧- ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଇଂଲଣ୍ଡରେ କ୍ରିକେଟ ମହାକୁମ୍ଭ 

ଲଣ୍ଡନ, ୩୦।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

ଓସିଏ, ଓଓଏରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

କଟକ ଅଫିସ,୩୧ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *