Posted inଫୁରସତ

ମାସ୍କ ଦୋଳିରେ ଝୁଲୁଛି ଶୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଶୁଆ କାର୍‌ରେ ଏକ ମାସ୍କକୁ ଦୋଳି କରି ଝୁଲୁଛି। ଶୁଆଟିର ଆରାମ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।

ଭିଡିଓରେ ଜଣେ ବ୍ୟକ୍ତି ନିଜର ସର୍ଜିକାଲ ଫେସ୍‌ ମାସ୍କକୁ କାର୍‌ ଭିତରେ ଥିବା ଆଇନାରେ ଟଙ୍ଗାଇ ଦେଇଛନ୍ତି। ମାସ୍କକୁ ଟାଙ୍ଗି, ଏହାକୁ ଏକ ଦୋଳି ପରି କରିଥିବା ଦେଖିବାକୁ ମଳିଛି। କାରଟି ଗତି କରୁଛି, କିଛି ଯାନ ପଛକୁ ଆସୁଥିବାର ଦେଖାଯାଉଛି। କିନ୍ତୁ ଶୁଆଟି ଆରାମରେ ଶୋଇଛି।

ଏହି ଭିଡିଓଟି ୩୫ ହଜାରରୁ ଅଧିକ ଭ୍ୟୁ ପାଇଛି। କିଛି ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ହେଉଛି ଫେସ୍‌ ମାସ୍କର ସର୍ବୋତ୍ତମ ବ୍ୟବହାର। ସେହିପରି ଆଉ ଜଣେ କହିଛନ୍ତି, ଏହି ପକ୍ଷୀକୁ ଦେଖି ଲାଗୁଛି, ଏହା ସହଜରେ ପ୍ରାକୃତିକ ପରିବର୍ତ୍ତନକୁ ଗ୍ରହଣ କରିଛି। ଅନ୍ୟ ଜଣେ ୟୁଜର କହିଛନ୍ତି, ଯଦି ଜୀବନ ଅଛି ତେବେ ଏମିତି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଇକୋଫ୍ରେଣ୍ଡ୍‌ଲି ‘ଅଳକାନନ୍ଦା କ୍ରୁଜ୍‌’

ବାରାଣସୀର ପ୍ରସିଦ୍ଧ ବାବା ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ଦେବ ଦୀପାବଳି ଉତ୍ସବରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଳକାନନ୍ଦା କ୍ରୁଜ୍‌’ରେ ଜଳଯାତ୍ରା କରିଥିଲେ। ଏହା...

ସବୁଠୁ ମହଙ୍ଗା ବିରିୟାନୀ; ପ୍ଲେଟ ପିଛା ୨୦ ହଜାର ଟଙ୍କା

ବିରିୟାନୀ ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖାଦ୍ୟ। ଫେଭରାଇଟ୍‌ ଖାଦ୍ୟ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପ୍ରାୟତଃ କେହି ପଛ ଘୁଞ୍ଚା ଦିଅନ୍ତି ନାହିଁ।...

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’...

ପ୍ରଥମଥର ପିଜ୍ଜା ଖାଇବା ପରେ ଶିଶୁର ପ୍ରତିକ୍ରିୟା ଦେଖିଲେ ଆଖି ଯିବ ଲାଖି

ସାଧାରଣତଃ ପିଲାମାନେ ଯେକୌଣସି ଜିନିଷ ପ୍ରଥମେ ଦେଖିଲେ ଖୁସି ହୋଇଯାନ୍ତି। ସେ ଖାଦ୍ୟ ହେଉ କି କୌଣସି ଜିନିଷ ପିଲାମାନେ ପ୍ରଥମେ ଦେଖିଲେ ଉତ୍ସାହିତ ହୋଇପଡନ୍ତି।...

ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ

ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି...

ଜନ୍ମ ହେବାମାତ୍ରେ ରାତାରାତି ଷ୍ଟାର ପାଲଟିଲେ ଯାଆଁଳା ଶିଶୁ: ଜାଣନ୍ତୁ କେମିତି

କାଲିଫର୍ନିଆରେ ଏକ ସ୍ବତନ୍ତ୍ର ଘଟଣା ଘଟିଛି। ଫାତିମା ମାଡ୍ରିଗାଲ ନାମକ ଜଣେ ମହିଳା ନାଟିଭିଡାଡ ମେଡିକାଲରେ ୧୫ ମିନିଟର ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ।ଏଥିରେ...

ରାତାରାତି ବଢ଼ିଗଲା ଫ୍ରିଜ୍‌ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ

ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ...

ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ...

Advertisement
Archives

Model This Week