ନଷ୍ଟ ହେବନି ପୁରୁଣା ପୋଷାକ

ପୋଷାକ ପୁରୁଣା ହୋଇଗଲେ କିମ୍ବା କୌଣସି କାରଣରୁ ଚିରିଗଲେ ଅବା ଛୋଟ ହୋଇଗଲେ ସାଧାରଣତଃ ଅନେକଙ୍କ ଲାଗି ଏହା ଅନାବଶ୍ୟକ ହୋଇ ପଡିରହେ କିମ୍ବା ଫିଙ୍ଗା ହୋଇଯାଏ। ହେଲେ ଆପଣ ଚାହିଁଲେ ଏହାକୁ ବ୍ୟବହାର କରି ଏଭଳି କିଛି ସାମଗ୍ରୀ ପ୍ରସ୍ତୁତ କରିପାରିବେ ଯାହା ନା କେବଳ ଦେଖିବାକୁ ସୁନ୍ଦର ଏବଂ ଭିନ୍ନ ଲାଗିବ ବରଂ ଆପଣଙ୍କର ବେଶ୍‌ କାମରେ ମଧ୍ୟ ଆସି ପାରିବ…

– ପୁରୁଣା ଶାଢ଼ିରୁ ଆପଣ ଚାହିଁଲେ କୁର୍ତ୍ତୀ, ସ୍କଟ୍‌, ପିଲୋ କଭର, ଡୋର୍‌ କିମ୍ବା ଓ୍ବିଣ୍ଡୋ ସ୍କ୍ରିନ୍‌ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିପାରିବେ।
– ଶାର୍ଟ ପୁରୁଣା ହୋଇଯାଇଥିଲେ ଏଥିରୁ ଆପଣ ଡିଜାଇନର ଫ୍ରକ୍‌, ନାଇଟ୍‌ ଓ୍ବେର୍‌ ଡ୍ରେସ୍‌ ଆଦି ବ୍ୟବହାର କରିପାରିବେ। ବିଶେଷକରି କଟନ୍‌ ଶାର୍ଟରେ ଏସବୁ ପ୍ରସ୍ତୁତ କଲେ ପିନ୍ଧିବାକୁ କମ୍ଫର୍ଟେବଲ୍‌ ମଧ୍ୟ ଲାଗିବ। ପୁରୁଣା ଶାର୍ଟର ପକେଟ୍‌ରୁ ଛୋଟ ଛୋଟ ପର୍ସ, ମୋବାଇଲ୍‌ କଭର ଆଦି ବି ପ୍ରସ୍ତୁତ କରିପାରିବେ।
– ସ୍ବେଟର ଯଦି ଚିରିଯାଇଛି କିମ୍ବା ଛୋଟ ହୋଇଯାଇଛି ତେବେ ଏହାକୁ ଫିଙ୍ଗି ନ ଦେଇ ତାହାକୁ କାଟି ଓ୍ବିଣ୍ଟର କ୍ୟାପ୍‌, ଗ୍ଲୋବ୍ସ, ସକ୍ସ ଆଦି କରି ପରିବେ। ସ୍ବେଟରରୁ ସୁନ୍ଦର ସୁନ୍ଦର ଡୋର୍‌ମ୍ୟାଟ ବି ପ୍ରସ୍ତୁତ କରିପାରିବେ।
– ପୁରୁଣା ଜିନ୍ସ ପ୍ୟାଣ୍ଟରେ ଆପଣ ଚାହିଁଲେ ବିଭିନ୍ନ ଡିଜାଇନ୍‌ର ବ୍ୟାଗ୍‌, ଜ୍ୟାକେଟ୍‌, ସ୍କଟ୍‌, ମୋବାଇଲ୍‌ ପର୍ସ, କୁସନ୍‌ କଭର, ଡୋର୍‌ ମ୍ୟାଟ୍‌ ଆଦି ପ୍ରସ୍ତୁତ କରିପାରିବେ। କେବଳ ଏତିକି ନୁହେଁ, ଏଥିରେ ଭଳିକି ଭଳି ଫ୍ୟାଶନ୍‌ ଜୁଏଲେରୀ ଏବଂ ହୋମ୍‌ ଡେକୋରେଟିଭ୍‌ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri